ଗଜପତି ଜିଲ୍ଲାରେ ଜୋନ୍ ସ୍ତରୀୟ ଶିଶୁ ମହୋତ୍ସବ ସର୍ଗି ଫୁଲ୍ ଉଦ୍ଘାଟିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ଜନଜାତି ବର୍ଗର ସ୍କୁଲର ଛାତ୍ରଛାତ୍ରୀଙ୍କ ଭିତରେ ରଖିଥିବା ପ୍ରତିଭାକୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ କରାଯାଉଛି ଶିଶୁ ମହୋତ୍ସବ ସର୍ଗି ଫୁଲ୍ -୨୦୨୩। ଏହି ଅବସରରେ ଗୁରୁବାର ଦିନ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ…