ଜଗତସିଂହପୁର ଠାରେ ଖାଦ୍ୟସୁରକ୍ଷା ହିଟଧିକାରୀଙ୍କ ପରିବାରକୁ ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ
ଜଗତସିଂହପୁର,ତା-୨୧.୦୨.୨୦୨୪/ସୁମନ୍ତ କୁମାର ଦାସ: ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବାରେ ସହାୟକ ହେବା ନିମନ୍ତେ ନବୀନ ଓଡିଶା ସର୍ବଦା ସଂକଳ୍ପ ବଦ୍ଧ। ଏହି ଅବସରରେ ଆଜି ଜଗତସିଂହପୁର ମୁନିସିପାଲିଟି ଅନ୍ତର୍ଗତ…