ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର : ୧୨୦ ଅଭିଯୋଗ ପଞ୍ଜିକୃତ ୭୭ ତତ୍କାଳ ସମାଧାନ

ଓଡ଼ଗାଁ,୧୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ସୋମବାର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଉପସ୍ଥିତ ରହି ଅଭିଯୋଗ ଗୁଡ଼ିକୁ ଶୁଣି ବିଚାର କରିଥିଲେ । ଏବଂ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ…

ଶ୍ରୀରଘୁନାଥ ଜିଉଙ୍କ ଘୋଡ଼ଲାଗି ବେଶ ଆରମ୍ଭ,

ଓଢଣଷଷ୍ଠୀ ତଥା ପ୍ରାବରଣ ତିଥି ଠାରୁ ମାଘଶୁକ୍ଲ ବରଦା ଚତୁର୍ଥି ୨ମାସ ଧରି ଶ୍ରୀଜିଉମାନେ ଶୀତବସ୍ତ୍ର ପରିଧାନ କରିଥାନ୍ତି ଓଡଗାଁ,୧୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଠାରେ ବିଜେ ପ୍ରଭୁ ଶ୍ରୀରଘୁନାଥଜିଉଙ୍କ ମାନବୀୟ ଲିଳା ଆଧାରରେ ମାର୍ଗଶୀର ଶୁକ୍ଳ ପ୍ରାବରଣ ଷଷ୍ଠୀ ଠାରୁ ଘୋଡ଼ ଲାଗି…

ଝାରବନ୍ଧ ରେ ରକ୍ତଦାନ ଶିବିର ଅନୁଷ୍ଠିତ : ୩୫ ୟୁନିଟ୍ ସଂଗୃହୀତ

ଝାରବନ୍ଧ /ମନୋହର ଦାଶ :- ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସାରା ରାଜ୍ୟ ରେ ରକ୍ତଦାନ ଶିବିର ଆୟୋଜନ କରାଯାଉଛି l ଏହି ଅବସରରେ ଓଡିଶା ମୋ ପରିବାର (ଜୀବନ ବିନ୍ଦୁ ) ଆନୁକୁଲ୍ୟରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ଲୋକ ମହୋତ୍ସବ ମଣ୍ଡପ ଠାରେ ଏକ…

ଦ ନେକ୍ସଟ ଜେନ ତରଫରୁ ଟାଇକୋଣ୍ଡୋ ସେଲେକ୍ସନ ଟ୍ରେନିଂ ତାହା ସହ ପରୀକ୍ଷା କରାଯାଇ କଲର ବେଲ୍ଟ ଓ ବ୍ଲାକ ବେଲ୍ଟ ପ୍ରଦାନ

ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲା ସିଟି ଲିଂଲିଶ ମାଧ୍ୟମିକ ସ୍କୁଲ ଠାରେ ଦ ନେକ୍ସଟ ଜେନ ଇନ୍ସ୍ଟି ଚୁଟ ତରଫରୁ ଅନ୍ତର୍ଜାତୀୟ ଟାଇକୋଣ୍ଡୋ କଲର ବେଲ୍ଟ, ବ୍ଲାକ କଲର ବେଲ୍ଟ ସେଲେକ୍ସନ ଟ୍ରେନିଂ ର ଆୟୋଜନ କରାଯାଇଥିଲା lଏଥିରେ ଦ ନେକ୍ସଟ ଜେନ ଇନ୍ଷ୍ଟିଚ୍ୟୁଟ କଳିଙ୍ଗ ପବ୍ଲିକ ସ୍କୁଲ…

ୱିନର ବ୍ରାଇଟ ଫ୍ୟୁଚର ରେ ବାର୍ଷିକୋତ୍ସବ ଅନୁଷ୍ଠିତ l

https://youtu.be/5q1IMj4kuBA ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସହର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୱିନର ବ୍ରାଇଟ ଫ୍ୟୁଚର ଖୁଣ୍ଟପାଳି ସ୍ଥିତ ନୂତନ ବିଦ୍ୟାଳୟ ପ୍ରାଙ୍ଗଣରେ ୮ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ସ୍କୁଲ ଚେୟାରମ୍ଯାନ ଶ୍ରୀକାନ୍ତ ମିଶ୍ର ଓ ପ୍ରିନ୍ସପାଲ ଅପାଳି ଅପରାଜିତା…

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହା ବିଦ୍ୟାଳୟରେ ସମ୍ୱନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର କ୍ରୀଡା ଉତ୍ସବ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ସାମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଓ ଯିବା ଓଡିଶା ନବୀନ ଓଡିଶା ତରଫରୁ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡା…

ସମାଜସେବୀ ଉମାକାନ୍ତ ପୁରୋହିତ ଙ୍କ ପରଲୋକ

ଗାଇସିଲାଟ/ମନ ଡନସନା- ଗାଇସିଲlଟ ଗ୍ରାମର ଉମାକାନ୍ତ ପୁରୋହିତ(୫୪) ଙ୍କ ସୋମବାର ହୃଦଘାତରେ ପରଲୋକ ହୋଇଛି l ସେ ଜଣେ ପରୋପକାରୀ, ଦରଦୀ ମଣିଷ ଥିଲେ l ଗାଇସିଲlଟ ଅଞ୍ଚଳର ବିକାଶ ରେ ଗୁରୁ ଦାୟିତ୍ଵ ନିଭାଇଥିଲେ lଏକଦା ସେ ଗାଇସିଲlଟ ଟିମ୍ ର ଫୁଟବଲ, ଭଲିବଲ୍ ଓ କ୍ରିକେଟ ର ଅଧିନାୟକ ଦାୟିତ୍ଵ…

ଭାରତ ବିକାଶ ପରିଷଦ ପକ୍ଷରୁ ରକ୍ତଦାନ ଶିବିର

ନୟାଗଡ଼(ଲକ୍ଷ୍ମୀଧର ସାହୁ): ନୟାଗଡ ସ୍ଥିତ ଭାରତ ବିକାଶ ପରିଷଦ, ଏଚ. ଡି. ଏଫ୍. ସି. ବ୍ୟାଙ୍କ , ଇନ୍ଫୋସିଟୀ ଶାଖା ର ସହଯୋଗରେ ପି. ଟି.ଏସ. ସ୍ଥିତ ଏହାର କାର୍ଯ୍ୟାଳୟ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ କରିଅଛି । ବିଶିଷ୍ଟ ସମାଜସେବୀ ଦାମ ସାର , ପରିବେଶବିତ୍ ପ୍ରକୃତି…

ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣୀ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା):ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ୧୮/୧୨/୨୦୨୩ ତାରିଖ ରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା ଓ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ଆଜିର ଏହି ଅଭିଯୋଗ ଶୁଣାଣିରେ…

ପିବିବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାଥମିକ ସହାୟତା ଓ ପରିମଳ କାର୍ଯକ୍ରମ ଅନୁଷ୍ଠିତ l

ଚିଲିକା (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ପଞ୍ଚୂପଲ୍ଲି ଭୀମ ବଳବନ୍ତରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଆ ନବୀନ ଓଡ଼ିଆ ଆନୁକୁଲ୍ୟରେ ସାମାଜିକ କାର୍ଯକ୍ରମର ୩ୟ ଦିବସରେ ପ୍ରାଥମିକ ସହାୟତା ଓ ପରିମଳ କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷ ଦେବେନ୍ଦ୍ର ନାଥ…