ଦିର୍ଘ ଦିନ ର ସ୍ୱପ୍ନ ହେବ ସାକାର : ଲକ୍ଷ୍ମୀପୂଜା ଗୁରୁବାର ଆସିଲା ସୂଚନା

ଡିସେମ୍ବର ୩୦ରେ ମୁଖ୍ୟମନ୍ତ୍ରୀ କରିବେ ପଦ୍ମପୁର ଜିଲ୍ଲା ଘୋଷଣା  "ବର୍ଷା ସିଂ ବରିହା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱୟଂ ମାଁ ଲକ୍ଷ୍ମୀଙ୍କ ବରଦାନ" ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଆଜି ଲକ୍ଷ୍ମୀପୂଜା ଗୁରୁବାର ସକାଳୁ ସକାଳୁ ପଦ୍ମପୁରରେ ପହଁଚିଥିବା ଖବରକୁ ନେଇ ପଦ୍ମପୁର…

ଓଡ଼ିଶା ମିଲେଟ୍ସ ମିଶନ୍ ସ୍ଥାୟୀ ଆଭିମୁଖ୍ୟ ଏଫପିଓ ମାର୍କେଟିଂ

ଭୁବନେଶ୍ୱର: ମିଲେଟ୍ସର ବର୍ଷ ଶେଷ ହେବାକୁ ଯାଉଛି । ବର୍ଷ ସାରା ମିଲେଟ୍ସର ପ୍ରୋତ୍ସାହନ ଲାଗି ବିଭିନ୍ନ ଅଭିଯାନ ଜାରି ରହିଥିଲା । ବିଗତ କିଛି ବର୍ଷ ଧରି ମିଲେଟ୍ ଏକ ଅଗ୍ରଣୀରାଜ୍ୟ ଭାବରେ ନିଜକୁ ପ୍ରତିପାଦିତ କରି ଆସିଛି ଓଡ଼ିଶା । ବିଭିନ୍ନ ପ୍ରକାରର ଆକର୍ଷଣୀୟ ମିଲେଟ୍ସର ଯାଦୁରେ ଏହା…

ସଂସଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଦେଇଥିବା ତଥ୍ୟ ଅସଙ୍ଗତ ବୋଲି କହିଲେ ଓଡିଶା ସରକାର

ଡ୍ରପ ଆଉଟ ନେଇ ଦେଇଥିବା ତଥ୍ୟ ଉପରେ ଆପତ୍ତି ଜଣାଇ କେନ୍ଦ୍ରକୁ ଲେଖିଲେ ଚିଠି ଭୁବନେଶ୍ୱର : ଡି.ଏମ୍.କେ ଦଳର ସାଂସଦ କଳାନିଧି ଭୀରାସ୍ବାମୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ମାଧ୍ୟମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ୨୦୨୧-୨୨ ର UDISE+ ତଥ୍ୟ ଆଧାରରେ ଓଡିଶାର…

ଓଷ୍ଟା ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ

ଓଡ଼ଗାଁ,୨୦।୧୩(ଶ୍ରୀକାନ୍ତ କୁମାର ମିଶ୍ର): ଶିଶୁ ମାନଙ୍କ ମନରେ ଉତ୍ସାହ ଭରିଦେବା ସହିତ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା ଉଦ୍ଦେଶ୍ୟରେ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ଆନୁକୂଲ୍ୟରେ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ…

ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର :୩୧ ୟୁନିଟ୍ ସଂଗୃହିତ

ପଦ୍ମପୁର:- ବିଜେଡି ର ୨୭ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ରକ୍ତଦାନ ଶିବିରସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଧାୟିକା ବର୍ଷା ସିଂ ବରିହାଙ୍କ ନେତୃତ୍ୱ ରେ ଓଡ଼ିଶା ମୋ ପରିବାର ଏବଂ ବିଜୁ ଯୁବ ଜନତା ଦଳ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ…

ରାଜ ବୋଡା ସମ୍ବର ବ୍ଲକ ମିଶନ ଶକ୍ତି ଭବନ ଉଦଘାଟିତ ।

ପଦ୍ମପୁର :- ରାଜବୋଡାସମ୍ବର ବ୍ଲକ ପଦ୍ମପୁର ର ମିଶନ ଶକ୍ତି ଭବନ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଯୋଗଦେଇ ଉଦଘାଟନ କରିଛନ୍ତି। ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ,…

ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ଆଉ ଏକ ବିକାଶର ଫର୍ଦ୍ଦ ଯୋଡିହୋଇଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ l

(ମାହାଙ୍ଗା-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନରେ ଅନୁପ୍ରାଣିତ ମାହାଙ୍ଗା ନିର୍ବାଚନ ମଣ୍ଡଳୀର କରିତକର୍ମା, ବିକାଶର ସାରଥୀ,  ସୁନାମଧନ୍ୟ ଜନପ୍ରିୟ ବରିଷ୍ଟ ନେତା ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ବଳିଷ୍ଟ ଉଦ୍ୟମ…

ଭୁବନ ବୁଦ୍ଧେଶ୍ୱର୍ ମନ୍ଦିର ରେ ସ୍ଥାପନ ହେଲା ନନ୍ଦିଘୋଷ ରଥ ଚକ

ଭବ୍ୟ ସ୍ବାଗତ,ଜୟ ଜଗନ୍ନାଥ ଧ୍ବନି ରେ ପ୍ରକମ୍ପିତ ହେଲା ସହର । ଭୁବନ/ଅବିନାଶ ସାଥୁଆ ମହାପାତ୍ର- କୋଟି ଓଡ଼ିଆ ଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଦିବ୍ୟ ନନ୍ଦିଘୋଷ ରଥ ଚକ ଭୁବନ ବୁଦ୍ଧେଶ୍ଵର ମନ୍ଦିର ରେ ସ୍ଥାପନ କରାଯାଇଛି । ଦିବା ୧୧.୩୦ ମିନିଟ ସମୟରେ ଶ୍ରୀକ୍ଷେତ୍ର ପୁରୀ ରୁ…

ବଢୁଥିବା ଶୀତ ଲହରୀ ର ମୁକାବିଲା ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ଜଗତସିଂହପୁର,ତା-୨୦.୧୨.୨୦୨୩/ସୁମନ୍ତ କୁମାର ଦାସ: ରାଜ୍ଯ ରେ ଏବେ ବଢୁଛି ଶୀତ ର ପ୍ରକୋପ ଓ ତଳକୁ ଖସୁଛି ପାରଦ।ଜିଲ୍ଲା ରେ ଏହି ବର୍ଦ୍ଧିତ ଶୀତ ଲହରୀ ର ମୁକାବିଲା ପାଇଁ ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ ଙ୍କ ଅଧ୍ୟକ୍ଷତାରେ,ଆଭାସୀ ମାଧ୍ୟମ ରେ ଏକ ପ୍ରସ୍ତୁତି ବୈଠକ…

ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ – ୨୦୨୩ ଉଦଘାଟିତ

https://youtu.be/thHaW5wEpzY ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ - ୨୦୨୩ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ସଂଧ୍ୟାରେ ଗଜପତି ଜିଲ୍ଲାପାଳ ସ୍ମୁତି ରଞ୍ଜନ ପ୍ରଧାନ…