ସ୍ନାନ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କୁ ୧୦୮ ଅଭିମନ୍ତ୍ରିତ ଅଧିବାସ ଜଳପୂର୍ଣ୍ଣ କୁମ୍ଭରେ ଜଳଲାଗି
ପୁରୀ,୨୯ /୬ : ଆଜି ଜ୍ୟେଷ୍ଟ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ।ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ଙ୍କ ଜନ୍ମଦିନ । ରତ୍ନସିଂହାସନ ରୁ ପହଣ୍ଡି ହୋଇ ସ୍ନାନବେଦୀ ରେ ବିଜେ କରିଛନ୍ତି ଶ୍ରୀବିଗ୍ରହ । ଆଜି ସକାଳ ୫.୧୫ରେ ପହଣ୍ଡି ଆରମ୍ଭ ହୋଇଥିଲା । ଶ୍ରୀବିଗ୍ରହ ଙ୍କ ବିଭିନ୍ନ ନୀତି ଯୋଗୁଁ…