‘ସମ୍ବଲପୁର ହଟିଆ – ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ସମ୍ବଲପୁରରୁ ଗୋରଖପୁର ମଧ୍ୟରେ ଯାତ୍ରୀ ସୁବିଧା ଆହୁରି ସୁଗମ ହେବ - ଧର୍ମେନ୍ଦ୍ର ପ୍ରଧାନ
• ଗତ ଡିସେମ୍ବର ୯, ୨୦୨୨ ଓ ଜାନୁଆରୀ ୦୩, ୨୦୨୪ରେ ଗୋରଖପୁର ହଟିଆ ମୌର୍ଯ୍ୟ ଏକ୍ସପ୍ରେସକୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ରେଳ ମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ କେନ୍ଦ୍ରମନ୍ତ୍ରୀ…