ଅଲଟିମେଟ ଖୋ ଖୋ ସିଜନ-୨: ୩ୟ ବିଜୟ ସହ ଓଡିଶା ଜଗରନଟ୍ସର ପ୍ଲେଅଫ୍କୁ ଯିବା ସମ୍ଭାବନା ଉଜ୍ଜୀବିତ
କଟକ,୩ ଜାନୁଆରୀ ୨୦୨୪: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚ୍ରେ ଡିଫେଣ୍ଡିଙ୍ଗ ଚାମ୍ପିଅନ ଓଡିଶା ଜଗରନଟ୍ସ, ରାଜସ୍ଥାନ ୱାରିୟର୍ସ ବିରୋଧରେ ୩୨-୨୧ ପଏଂଟର ବଡ ବିଜୟ ହାସଲ କରିଛି । ଓଡିଶା ଜଗରନଟ୍ସର ପ୍ରତିରକ୍ଷାପୂର୍ଣ୍ଣ…