କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ନିର୍ମାଣ କାମ ର ଅଗ୍ରଗତି ସମୀକ୍ଷା କଲେ ପାଣ୍ଡିଆନ୍.

ଚାରି ମାସ ମଧ୍ୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ . ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ଲୋକାର୍ପିତ ହେବ ଅକ୍ଷର ଭୂମି . ସମ୍ମିଳନୀ ସ୍ମୃତି କୁ ଚିର ସ୍ମରଣୀୟ କରିବ,ଅକ୍ଷର ଭୂମି ଓଡ଼ିଆ ଭାଷାର ଅସ୍ମିତାର ପରିଚୟ ହେବ. ଭୁବନେଶ୍ବର(ଶାସକ ପ୍ରଶାସକ) ;…

ଗଜପତିରେ ସ୍ବତନ୍ତ୍ର କିଶୋର ନ୍ୟାୟ ପୋଲିସ୍ ୟୁନିଟ୍ ର ସଦସ୍ୟ ମାନଙ୍କ ଦାୟିତ୍ବ ଓ ଭୂମିକା ଉପରେ ଏକ ଦିନିକିଆ କର୍ମଶାଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରାଯୁକ୍ତ ରାଜ କିଶୋର ଦାଶ ଙ୍କ ଅଧ୍ୟକ୍ଷତାରେ ଶନିବାର ଦିନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ , ପାରଳାଖେମୁଣ୍ଡି ଠାରେ ସ୍ବତନ୍ତ୍ର କିଶୋର ନ୍ୟାୟ ପୋଲିସ୍ ୟୁନିଟ୍ ର ଦାୟିତ୍ବ ଓ ଭୂମିକା ଉପରେ ଏକ ଦିବସୀୟ…

ଦେବ ସଂସ୍କୃତି ବିଶ୍ଵବିଦ୍ୟାଳୟର ବରିଷ୍ଠ ଛାତ୍ର ମାନଙ୍କ ଦ୍ଵାରା ଦୁଇଘଣ୍ଟିଆ ପ୍ରଜ୍ଞା ଯୋଗ ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶନିବାର ଦିନ ସ୍ଥାନୀୟ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର , ପାରଳାଖେମୁଣ୍ଡି ଠାରେ ଶାନ୍ତି କୁଞ୍ଜ ହରିଦ୍ଵାର ସ୍ଥିତ ଦେବ ସଂସ୍କୃତି ବିଶ୍ଵବିଦ୍ୟାଳୟର ବରିଷ୍ଠ ଛାତ୍ର ମାନଙ୍କ ଦ୍ଵାରା ଦୁଇଘଣ୍ଟିଆ ପ୍ରଜ୍ଞା ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଅଖିଳ…

ଗଜପତିରେ ବିଜୁ କନ୍ୟା ରତ୍ନର ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମେଳନ କକ୍ଷ ଠାରେ ଗଜପତି ଜିଲ୍ଲାରେ ବିଜୁ କନ୍ୟାରତ୍ନ ଯୋଜନାର ଶୁଭାରମ୍ଭ କରାଯାଇଛି। ପ୍ରଥମେ ମୁଖ୍ୟ ଅତିଥି ଏବଂ ଉପସ୍ଥିତ ଅତିଥି ଯଥା ସୁଶ୍ରୀ ସ୍ବାତୀ ଏସ୍.…

ରାଜ୍ୟ ସ୍ତରୀୟ ପ୍ରତିଭା ମହୋତ୍ସବ ରେ ସମାଜସେବୀ ଆମ ମାହାଙ୍ଗାର ଅଧ୍ୟକ୍ଷ ଡ଼ଃ. ଅମରେନ୍ଦ୍ର ମହାନ୍ତି ସମ୍ବର୍ଦ୍ଧିତ l

(କଟକ-ଶାସକ ପ୍ରଶାସକ): ସମାଜ ତଥା ମାନବ ସେବା, ସଂସ୍କୃତି-ସାହିତ୍ୟ କୁ ସମ୍ମାନ ଏବଂ ପରିବେଶକୁ ସରସ, ସୁନ୍ଦର କରି ଗଢି ତୋଳିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ସ୍ତରୀୟ ପ୍ରତିଭା ମହୋତ୍ସବ ରେ ସମାଜସେବୀ ତଥା ସ୍ୱେଚ୍ଛାସେବୀ ସଂଗଠନ ଆମ ମାହାଙ୍ଗାର ଅଧ୍ୟକ୍ଷ ଡ଼ଃ. ଅମରେନ୍ଦ୍ର ମହାନ୍ତି…

ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷା ଓ ସ୍ବାସ୍ଥ୍ୟ ସମ୍ପର୍କୀତ ଆଲୋଚନାଚକ୍ର : ଜ୍ଞାନ ଠାରୁ ଅଭିଜ୍ଞତା ଅଧିକ…

 ରାଉରକେଲା, (ବସନ୍ତ କୁମାର ଜେନା): ଜ୍ଞାନ ଠାରୁ ଅଭିଜ୍ଞତା ଅଧିକ ମୂଲ୍ୟବାନ। ବରିଷ୍ଠ ନାଗରିକ ହେଉଛନ୍ତି ସମାଜର ସମ୍ପତ୍ତି। ବାପା ମା'ଙ୍କ ୠଣ କେହି ସୁଝି ପାରିବେ ନାହିଁ ବୋଲି ଆଲୋଚନାଚକ୍ର ରେ ଅତିଥି ମାନେ ମତ ପ୍ରକାଶ କରିଛନ୍ତି। ଛେଣ୍ଡ ୱଲଫେୟାର କମିଟି, ମଧୁସୂଦନ ପାଠାଗାର,ଉଇ ଫର ୟୁ…

ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରୁ ଆରମ୍ଭ ହେଲା ‘ଜୟ ଜଗନ୍ନାଥ ଅର୍ପଣ ରଥ’ର ସହର ପରିକ୍ରମା

ଦଶ ଦିନ ବ୍ୟାପୀ ସହର ସାରା ବୁଲି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବ ୧୬ଟି ରଥ ରାଉରକେଲା,(ବସନ୍ତ କୁମାର ଜେନ): ଆସନ୍ତା ଜାନୁୟାରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି…

ପାନପୋଷ ଉପଖଣ୍ଡର ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ

ରାଉରକେଲା:(ବସନ୍ତ କୁମାର ଜେନା): ଆସନ୍ତା ସାଧାରଣ ନିର୍ବାଚନ ଉପଲକ୍ଷେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ପାନ ପୋଷ ଉପଖଣ୍ଡ ର ଚୁଡାନ୍ତ ଭୋଟର ତାଲିକା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପ୍ରକାଶିତ ହୋଇଯାଇଛି। ଗତ ୫ ତାରିଖ ପର୍ଯ୍ୟନ୍ତ ହୋଇଥିବା ଭୋଟର ତାଲିକା ସଂଶୋଧନ…

ଶିଶୁ ଙ୍କ ପାଇଁ ବିପଦ, ଅଘଟଣକୁ ହାତଠାରି ଡାକୁଛି ମୁକୁଳା କୂଅ : ପ୍ରଶାସନ ର ଅବହେଳା l

କୁଚିଣ୍ଡା ୬/୧/୨୦୨୪ କୁଚିଣ୍ଡା ଏନ. ଏ. ସି ୱାର୍ଡ ନ°-୦୧ମହୁଲଡିହି କିସାନପଡା ମଝିରେ ଥିବା ଖୁଲା କୂଅ ଶିଶୁ ଙ୍କ ପାଇଁ ବିପଦ ସାଜିଛି l କିଛି ମାସ ତଳେ ସେହି ସ୍ଥାନ ରେ ଏନ. ଏ. ସି ପକ୍ଷ ରୁ ଶିଶୁ ଙ୍କ ଖେଳିବା ପାଇଁ ଦୁଲି, ଏବଂ ଏନେକ ଖେଳିବା ସାମଗ୍ରୀ ଲଗାଯାଇଥିଲା l ପରେ ପରେ ଓପନ ଜିମ ର…