ଦିନିକିଆ ଓଡିଶା ଗସ୍ତରେ ଥିବା ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ଶର୍ମାଙ୍କ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଭିନ୍ନ…
ଓଡ଼ିଶାର ବିକାଶ ପାଇଁ ମୋଦି ସରକାର ସଂକଳ୍ପବଦ୍ଧ: ବିଜୟ ଶର୍ମା
ଉମରକୋଟରେ ଲାଭାର୍ଥୀ ସମ୍ମିଳନୀ, ଘର ଘର ଜନସଂପର୍କ, ବଣିକ ସଂଘ ସଦସ୍ୟଙ୍କ ବୈଠକ କାର୍ଯ୍ୟକ୍ରମରେ ଯୋଗଦେଲେ ଶ୍ରୀ ଶର୍ମା
ଭୁବନେଶ୍ୱର/ ଉମରକୋଟ, ତା.୧୯/୦୩: ମୋଦି ସରକାର ଓଡ଼ିଶାର ବିକାଶ ପାଇଁ ସଂକଳ୍ପବଦ୍ଧ । ଓଡ଼ିଶାର ବିକାଶ…