ପାରବା ମଞ୍ଚରେ ଶିଶୁ ଘୁମୁରା ପ୍ରତିଯୋଗିତା
ଦୁନିଆ ଦେଖିଲା ଶିଶୁ କଳାକାରଙ୍କ ଅଦମ୍ୟ ପ୍ରତିଭା
ଭବାନୀପାଟଣା,୧୫/୦୧( ରୋହିତ କୁମାର ନାଏକ )-କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ଦ୍ବିତୀୟ ଦିବସରେ ଆଜି ପାରବା ମଞ୍ଚରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶିଶୁ କଳାକାରମାନଙ୍କୁ ନେଇ ଶିଶୁ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।…