ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏନଟିପିସିର ପାଓ୍ବାର ପ୍ରକଳ୍ପ ଗୁଡିକ ଦେଶ ଉଦ୍ଦେଶ୍ୟରେ…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବଲପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଟ ୨୮,୯୭୮ କୋଟି ଟଙ୍କା ବିନିଯୋଗ ହୋଇଥିବା ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ (୨x ୮୦୦ ମେଗାୱାଟ), ଏନଏସପିସିଏଲ ରାଉରକେଲା ପିପି- ୨ ସମ୍ପ୍ରସାରଣ ପ୍ରକଳ୍ପ (୧ X ୨୫୦…