‘ଲାଇଟ୍ ୱେଟ୍ ଏଗ୍ରିଗେଟ୍ କଂକ୍ରିଟ୍ ହେଉଛି ନିର୍ମାଣର ଭବିଷ୍ୟତ’
ଆଇଆଇଟି ଭୁବନେଶ୍ୱରରେ ଆୟୋଜିତ କର୍ମଶାଳାରେ ଏହି ଉପାଦେୟ ଉପାଦାନର ବିକାଶ ଏବଂ ପ୍ରୟୋଗ ବିଷୟରେ ବିଶଦ ଆଲୋଚନା
ଭୁବନେଶ୍ୱର, ୨୨ ଏପ୍ରିଲ ୨୦୨୪: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଭୁବନେଶ୍ୱର (ଆଇଆଇଟି) ପକ୍ଷରୁ ନିକଟରେ 'ଲାଇଟ୍ ୱେଟ୍ ଏଗ୍ରିଗେଟ୍ କଂକ୍ରିଟ୍-ବିକାଶ ଏବଂ ପ୍ରୟୋଗ'…