ମାଁକୁ ହରାଇଥିବା ଶିଶୁ କନ୍ୟାର ସମସ୍ତ ଦାୟିତ୍ବ ନେଲା ଗଜପତି ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୁନିଆଁକୁ ଭଲଭାବେ ଦେଖିନଥିବା ଜନ୍ମର ଏକ ଦିନ ପରେ ମାଁକୁ ହରାଇଥିଲା ଏକ କୋମଳମତି ଶିଶୁ କନ୍ୟା। ସୂଚନାପ୍ରକାରେ ମୋହନା ବ୍ଲକ୍ ର ଚାନ୍ଦିପୁଟ ପଞ୍ଚାୟତ ର ଏକ ଗ୍ରାମରେ ପ୍ରସବ ପରେ ମାଁଟିର ମୃତ୍ୟୁ ହୋଇଯାଇଥିଲା। ଏଣେ ଅତ୍ୟନ୍ତ ଗରିବ ତଥା…