ସୁନା ସଫେଇ ଆଳରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍
ଓଡ଼ଗାଁ, ୩।୭(ଶ୍ରୀକାନ୍ତ କୁମାର ମିଶ୍ର): ସୁନା ଅଳଙ୍କାର ସଫେଇ କରିଦେବାର ପ୍ରଲୋଭନ ଦେଖାଇ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଠକି ନେବା ଘଟଣା ନୟାଗଡ଼ ଜିଲ୍ଲାରେ ପୁଣିଥରେ ସାମ୍ନାକୁ ଆସିଛି। ଅନେକ ସଚେତନତା ସତ୍ତ୍ୱେ ଏଭଳି ଠକେଇ ଘଟଣା ଥମିବାର ନାଁ ନେଉନାହିଁ।…