ମା ଠାକୁରାଣୀଙ୍କ କଳସ ଯାତ୍ରା ସମ୍ପନ୍ନ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୩୦/୦୪/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ମା ଠାକୁରାଣୀଙ୍କ ନବ ଦିନାତ୍ମକ କଳସ ଯାତ୍ରା ଆଜି ସମ୍ପନ୍ନ ହୋଇଯାଇଛି। ଆଜି ଅପରାହ୍ନ ୫ ଘଣ୍ଟ ସମୟରେ ଗ୍ରାମର ଶତାଧିକ ମାନସିକ ଧାରୀ ମହିଳା ମୁଣ୍ଡରେ କଳସ ଧରି ମା ଠାକୁରାଣୀ ଙ୍କୁ ବିଦାୟ…