ଉଦଯାପିତ ହେଲା ବାସୁଦେବାୟନ: ବିଧାୟକ ଓ ତାଙ୍କ ପତ୍ନୀ ଗାଇଲେ ଟାଇଟଲ ଗୀତ
ମଞ୍ଚରେ ବିଜେପି କାଉନସିଲରଙ୍କ ଜୟ ଶ୍ରୀରାମ ନାରାରେ କମ୍ପି ଉଠିଥିଲା ସଭାସ୍ଥଳ
ବାସୁଦେବପୁର - ଉଦଯାପନୀ ଉତ୍ସବ ପାଳନ ହୋଇ ଯାଇଛି ବାସୁଦେବପୁର ମହୋତ୍ସବ ବାସୁଦେବାୟାନର। ଚାରି ଦିନ ଧରି ଚାଲିଥିବା ଏହି ମଞ୍ଚ ର ଉଦ୍ ଜାପାନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ବାସୁଦେବପୁର ପୌର ପରିଷଦ ପକ୍ଷରୁ…