ବଜେଡି ଓ ବିଜେପି ର ପୃଥକ ପୃଥକ ସ୍ଥାନରେ ଜବରଦସ୍ତ ରାଲି ।
(ଶାସକ ପ୍ରଶାସକ), ସାରସକଣା :: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାରା ରାଜ୍ୟରେ ବଢ଼ୁଥିଲା ବେଳେ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତିର ଉଷ୍ଣାତା ସେତେ ବଢିବାରେ ଲାଗିଛି। ଏହି ପରିପେକ୍ଷିରେ ମୟୁରଭଂଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ୫୬ ନମ୍ବର ଜୋନ ର ପୃଥକ ପୃଥକ ସ୍ଥାନରେ ଦୁଇଦଳର…