ସଡ଼କ ଦୁର୍ଘଟଣାରେ ମହିଳାଙ୍କ ମୃତ l

ବାଣପୁର (ସେକ କୌସର ):ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଆୟତ୍ତପୁର ଗ୍ରାମରେ l ଉକ୍ତ ଗ୍ରାମ ଛକ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରାକ୍ଟର l ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ l ମୃତ ମହିଳା ଜଣକ ବେଲେଡିହ ଗ୍ରାମର ଦମୟନ୍ତୀ ପ୍ରଧାନ(38) ବୋଲି ଜଣାପଡିଛି l ସ୍ଥାନୀୟ…

ପାରଳା ପୌରାଞ୍ଚଳରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରାଞ୍ଚଳର ୨ ନମ୍ବର ୱାର୍ଡ ରେ ଶୁକ୍ରବାର ଦିନ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ତଥା ବି ଏସ୍ କେ ୱାଇ କାର୍ଡ , ବିଜୁ…

ଭଞ୍ଜନଗର ମୁଖ୍ୟ ଡାକଘର ସରସ୍ୱତୀ ପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ର ଶେଷ ଦିନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଥିବା ମୁଖ୍ୟ ଡାକଘର ( ହେଡ୍ ପୋଷ୍ଟ ଅଫିସ୍ )ରେ ଶ୍ରୀ ପଞ୍ଚମୀ ବା ମାଁ ସରସ୍ଵତୀ ଙ୍କ ପୁଜା ଉତ୍ସବ ସହିତ ତ୍ରୟ ଦିବସୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଭଞ୍ଜନଗର ସହରର…

ଆଠଦିନ ଧରି ଚାଲିଥିବା ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ପାଇଁ ଆଠଦିନ ଧରି ଚାଲିଥିବା ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ସଫଳତାର ସହ ଉଦଯାପିତ ହୋଇଯାଇଛି। ମହିଳା…

ସୀମାନ୍ତ ଜାମଶୋଳା ପାଲଟିଛି ଚୋରା ବାଲି ଚାଲାଣ ର ଗନ୍ତାଘର . ଚରା ବାଲି ଚାଲାଣ ହେଉଛି ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗ।।।

ସାରସକଣା,(ଶାସକ ପ୍ରଶାସକ) :: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ତିନି ରାଜ୍ୟ ସୀମାନ୍ତ ଜାମଶୋଳା ପାଲଟିଛି ବାଲି ମାଫିଆ ମାନଙ୍କ ପେଣ୍ଠ ସ୍ଥଳୀ । ନୂତନ ଭାବରେ ମୃତ୍ୟୁଞ୍ଜୟ ପ୍ରଧାନ ଝାରପୋଖରିଆ ଥାନା ରେ ଦାଇତ୍ୱ ନେବା ପର ଠାରୁ ବାଲି ମାଫିଆ ମାନଙ୍କ ଭିତରେ କୋକୁଆ ଭୟ ଦେଖିବାକୁ ମିଳିଛି ।…

କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଓ କୃଷକ ବିରୋଧି ନୀତି ବିରୋଧରେ ଦେଶ ବ୍ୟାପୀ ହଡତାଲ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ମିଳିତ ଶ୍ରମିକ ସଂଗଠନ ଡାକରା ରେ ଗୁଣପୁର ପାରଳାଖେମୁଣ୍ଡି ଯିବା ଛକ ଠାରେ ସକାଳ ୬ ଟା ସମୟରେ ଟାୟାର ଜାଳି ବନ୍ଦ ପାଳନ କରାଯାଇଛି । ଫଳରେ ବସ , ଟ୍ରକ୍, ଦେକାନ, ବଜାର , ଅଟୋ, ବ୍ଯାଙ୍କ ସହ ସବୁ ଅନୁଷ୍ଠାନ ବନ୍ଦ…

ଗାଇସିଲାଟ ପଞ୍ଚାୟତ ସମିତି ବୈଠକ

 ଗାଇସିଲାଟ/ମନ ଡନସନା- ପଞ୍ଚାୟତ ସମିତିର  ସାଧାରଣ ଅଧିବେଶନ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ସମିତି ଅଧୀନସ୍ଥ ୧୯ ଟି ପଞ୍ଚାୟତର ସମିତିସଭ୍ୟ ଓ ସରପଞ୍ଚଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ…

ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଶବ୍ୟାପୀ ଧର୍ମଘଟ ଓ ହରତାଳ ଡାକରା

"ରାଉରକେଲା ଜନ ଜୀବନ ପ୍ରଭାବିତ,ଶ୍ରମିକ, କୃଷକ ଓ ଜନବିରୋଧୀ ମୋଦି ସରକାର ପାଇଁ ସତର୍କ ଘଣ୍ଟି" ରାଉରକେଲା, (ବସନ୍ତ କୁମାର ଜେନା):କେନ୍ଦ୍ର ମୋଦି ସରକାର ଙ୍କ କୁଶାସନ, ଶ୍ରମିକ କୃଷକ ଓ ଜନବିରୋଧୀ ନୀତି ବିରୋଧରେ ଆଜି ମିଳିତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ସ୍ଵାଧୀନ କର୍ମଚାରୀ ଫେଡେରେସନ୍ ଓ…

କାଳିନ୍ଦୀ ବେହେରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ l

(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ପଞ୍ଚାୟତ ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ ମିନି ଷ୍ଟାଡ଼ିୟମରେ କାଳିନ୍ଦୀ ବେହେରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି l ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ…

ବନଖଣ୍ଡ ସ୍ତରୀୟ ଜଙ୍ଗଲ ନିଆ ନିବାରଣ ସଚେତନତା ଓ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

ରାୟଗଡ  : ରାୟଗଡ ବନଖଣ୍ଡ ସ୍ତରୀୟ ଜଙ୍ଗଲ ନିଆ ନିବାରଣ ସଚେତନତା ଓ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କର୍ମଶାଳା ଆଜି ତା: ୧୬/୦୨/୨୪ ତାରିଖରେ ସ୍ଥାନୀୟ ଫରେଷ୍ଟ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡିଏଫଓ ଓହୋଲ ସଚିନ ଆନ୍ନାସାହେବ ଆଇଏଫଏସ, ସମ୍ମାନୀତ ଅତିଥି ରାୟଗଡ଼…