ସମ୍ ଲାଇଫ୍‌ସାଇସେନ୍ସ ଓ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଭୁବନେଶ୍ୱର, ସେପ୍ଟେମ୍ବର ୧୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍ ବ୍ୟୁରୋ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ ଓ ସମ୍ ଲାଇଫସାଇସେନ୍ସ ପକ୍ଷରୁ ବୁଧବାର ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି

ସୋଆର ଫ୍ୟାକଲ୍ଟି ଅଫ୍ ନର୍ସିଂ ଏବଂ ଫାର୍ମାସୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୧୬/୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍‌ଏନ୍‌ସି)କ୍ୟାମ୍ପସ-୧ ଓ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌) କ୍ୟାମ୍ପସ-୧ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବୁଧବାର ଏକ ସ୍ୱତନ୍ତ୍ର

ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ୨୪ ଦିନିଆ ଯାତ୍ରୀ ସେବା ଅଭିଯାନ

ଝାରସୁଗୁଡ଼ା, ୧୬: ଯାତ୍ରୀଙ୍କୁ ଅଧିକ ସୁବିଧାଜନକ, ସୁଗମ ଓ ଉନ୍ନତ ସେବା ପ୍ରଦାନ ଲକ୍ଷ୍ୟରେ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଆସନ୍ତା ୧୭ ସେପ୍ଟେମ୍ବରରୁ ‘ଯାତ୍ରୀ ସେବା ଅଭିଯାନ-୨୦୨୬’ ଆରମ୍ଭ ହେବ। ଏହି ଅଭିଯାନ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଚାଲିବ। ଭାରତୀୟ

ଯତୀନ୍ଦ୍ରନାଥ ଉଚ୍ଚବିଦ୍ୟାଳୟରେ ଦଶମ ଶ୍ରେଣୀ ବିଦ୍ୟାର୍ଥୀମାନଙ୍କୁ ଟେଷ୍ଟ ପେପର ବଣ୍ଟନ

ସାଲେପୁର : ସାଲେପୁର ବ୍ଲକ ଅନ୍ତର୍ଗତ ଓଡାସିଂହ ସ୍ଥିତ ଯତୀନ୍ଦ୍ରନାଥ ଉଚ୍ଚବିଦ୍ୟାଳୟ ପରିସରରେ ୧୯୮୧ ମସିହା ବ୍ୟାଚ୍‌ର ପୁରାତନ ଛାତ୍ର ସଂସଦ ପକ୍ଷରୁ ଦଶମ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କୁ ଟେଷ୍ଟ ପେପର ବଣ୍ଟନ କରାଯାଇଛି। ଏହି ଅବସରରେ ୧୯୮୧ ମସିହା ବ୍ୟାଚ୍‌ର ପୁରାତନ ଛାତ୍ର ସଂସଦ ଆବାହକ

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ୪ ଯୁବକ ଭାସିଗଲେ

୩ ଜଣ ଉଦ୍ଧାର, ଜଣେ ନିଖୋଜ; ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି ଏରସମା, ୧୬/୦୯: ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଧୀନ ଗୋପାଳପୁର ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଏକ ଅଘଟଣ ଘଟିଛି। ମୂର୍ତ୍ତି ବିସର୍ଜନ କରୁଥିବା ସମୟରେ ୪ ଜଣ ଯୁବକ ନଦୀରେ ଭାସିଯାଇଥିବା

ଜାତୀୟ ପାୱରଲିଫ୍‌ଟିଂରେ ଚମକିଲେ ସଞ୍ଜିତା ।

ବେଞ୍ଚପ୍ରେସ୍‌ରେ ବ୍ରୋଞ୍ଜ, ଡେଡ୍‌ଲିଫ୍‌ଟିଂ ରେ ରୌପ୍ୟ । ମାଲକାନଗିରି- (ସୁରେନ୍ଦ୍ର କୁମାର ବେମାଳ )ତା ୧୬/୦୯ ଜାତୀୟ ପାଓ୍ବାରଲିଫ୍‌ଟିଂ ପ୍ରତିଯୋଗିତାରେ ଚମକାଇଲେ ମାଲକାନଗିରି ଜିଲ୍ଲାର ସଞ୍ଜିତା ହାଲଦାର । ସେ ବେଞ୍ଚ ପ୍ରେସରେ ଓ ଡେଡ୍‌ଲିଫ୍‌ଟରେ ରୌପ୍ୟ ପଦକ ହାସଲ କରି

ଅପେରା ଶିକ୍ଷା ବେଳେ ଯୁବକ କୁ ମାରଣାନ୍ତକ ଆକ୍ରମଣ କରି ହତ୍ୟା ଓ ଘଟଣାସ୍ଥଳରୁ ଅଭିଯୁକ୍ତ ଯୁବକ ଚମ୍ପଟ୍।

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଅପେରା ନାଟକ ଶିଖୁଥିବା ବିଶ୍ଵାସ ରେ ଡ଼ାକି ଆଣି ଚିତ୍ରସେନ ଯେନା ନାମକ ଜଣେ ଯୁବକ କୁ ମାରଣାନ୍ତକ ଆକ୍ରମଣ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି। ଘଟଣା କୁ ନେଇ ପତ୍ନୀ ମାମି

ହିଞ୍ଜିଳିକାଟୁରେ ଘୁମୁସର ଆସିକା ସାଂଗଠନିକ ଜିଲ୍ଲା ପକ୍ଷରୁ ପଦାଧିକାରୀଙ୍କ ବୈଠକ

ହିଞ୍ଜିଳିକାଟୁ:୧୫/୦୯/୨୬(ରଜତ ପଟ୍ଟନାୟକ)ଘୁମୁସର ଆସିକା ସାଂଗଠନିକ ଜିଲ୍ଲା ପକ୍ଷରୁ ଭାରତୀୟ ଜନତା ପାର୍ଟିର ଜିଲ୍ଲା ପଦାଧିକାରୀ ବୈଠକ ହିଞ୍ଜିଳିକାଟୁ ରୟାଲ ପ୍ୟାଲେସରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ମଙ୍ଗଳ ବାର ସକାଳ ୧୧ଘଣ୍ଟ ସମୟରେ ଜିଲ୍ଲାର ସଭାପତି ବିଜୟ ସ୍ୱାଇଁ

ମାଛ ଜାଲ ପକାଇବାକୁ ନେଇ ବିବାଦ

କୋଡ଼ି ଚୋଟରେ ଜଣେ ଗୁରୁତର, ଅଭିଯୁକ୍ତଙ୍କ ନାମରେ ମାମଲା, ଓଡ଼ଗାଁ, ୧୫।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ଥାନା ପଞ୍ଚରିଡ଼ା ନିକଟ ବଡ଼ପୁଟ ଗାଁରେ ମାଛ ଧରିବା ପାଇଁ ଜାଲ ପକାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଘଟିଛି। ଏଥିରେ କୋଡ଼ି

ଦ୍ୱିତୀୟ ବିବାହ, ସ୍ୱାମୀ ଗିରଫ

ଓଡ଼ଗାଁ, ୧୫।୯(ଶ୍ରୀକାନ୍ତ କୁମାର ମିଶ୍ର): ପ୍ରଥମ ବିବାହକୁ ଲୁଚାଇ ଦ୍ୱିତୀୟ ବିବାହ କରିବା ସହ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଜଣେ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା