ଏୟାରଟେଲ୍ ଭୁବନେଶ୍ୱରରେ ଏହାର ରିଟେଲ୍ ଷ୍ଟୋରକୁ ଦୁଇଗୁଣ କରିଛି
ଏହି ସହରରେ ଏବେ ରହିଥିବା 4ଟି ଷ୍ଟୋର ସହିତ ଆଉ 4ଟି ନୂଆ ଷ୍ଟୋର୍ ଯୋଗ କରିଛି
ଭୁବନେଶ୍ୱର, ଫେବୃୟାରୀ 21, 2024: ଭାରତୀ ଏୟାରଟେଲ ଭାରତର ଅନ୍ୟତମ ଅଗ୍ରଣୀ ଟେଲି ଯୋଗାଯୋଗ ସେବା ପ୍ରଦାନକାରୀ, ଆଜି ଘୋଷଣା କରିଛନ୍ତି ଯେ ଭୁବନେଶ୍ୱର ସହରରେ 4ଟି ନୂଆ ନେକ୍ସଟ ଜେନ୍ କମ୍ପାନି ମାଲିକାନାଭୁକ୍ତ…