ପୂର୍ବତନ କାଉନସିଲର୍ ଙ୍କ ଦେହାନ୍ତ ; ବିଭିନ୍ନ ମହଲରେ ଶୋକ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ନଅ ନମ୍ବର୍ ୱାର୍ଡ୍ ର ପୂର୍ବତନ କାଉନସିଲର୍ ରମାଦେବୀ ସିଅଙ୍କ ଗତ ରାତ୍ର 12 ଘଣ୍ଟା 30 ମିନଟ୍ ସମୟରେ ଦେହାନ୍ତ ହୋଇଯାଇଛି I ମୃତ୍ୟୁ ବେଳକୁ ତାଙ୍କୁ 59 ବର୍ଷ ବୟସ ହୋଇଥିଲା I ସେ 2014 ରୁ 2019 ମସିହା ପର୍ଯ୍ୟନ୍ତ…

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଣପୁର (ସେକ କୌସର ): ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ନନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଉପରେ ଏକ ଆଇନ…

ଶୁଭ କରନ ସିଂହକୁ ହତ୍ୟା ବିରୋଧରେ ଗୁଣପୁର ଠାରେ ପ୍ରତିବାଦ ସଭା

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ମାସ 23 02 2024 ତାରିଖ ଦିନ ସଂଯୁକ୍ତ କିଷାନ ମୋର୍ଚା( SKM) ତରଫରୁ ଦେଶ ବ୍ୟାପି କଳା ଦିବସ ପାଳନ ଅବସରରେ (AIKM)ର ଜିଲ୍ଲା ସମ୍ପାଦକ ତିରୁପତି ଗମାଙ୍ଗ ଏବଂ (AIKM)ର ରାଜ୍ୟ ସଭାପତି ଅନାସିମ ଶବର ଙ୍କ ନେତୃତ୍ୱରେ ଗୁଣପୁର ନୁଆଁ ବସଷ୍ଟାଣ୍ଡ…

କୋଉଟା ସତ : ବିକାଶ ନା ଅର୍ଥ ଆତ୍ମସାତ !!!

ଲୋକଙ୍କ ଅଭିଯୋଗ "ଜାତିଲି ମନ୍ଦିର ଅର୍ଥ ଆତ୍ମସାତ କରାଯାଇଛି" ସରକାରଙ୍କ ବିକାଶ ଲିଫଲେଟରେ ମନ୍ଦିରକୁ ଅନୁଦାନ ଦିଆଯାଇଛି ମନ୍ଦିରରେ କୌଣସି ସରକାରୀ ଅନୁଦାନ ଟଙ୍କା ଖର୍ଚ୍ଚ ହୋଇନି ବୋଲି କହୁଛନ୍ତି ସରପଞ୍ଚ ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଜାତିଲି ମନ୍ଦିର ଅର୍ଥ…

ଓପିଜିସି ପକ୍ଷରୁ ସ୍ବାସ୍ଥ୍ୟ ସେବା ଶିବିର

ଇବ ଥର୍ମାଲ: ଲଖନପୁର ବ୍ଳକ ତେଲେନପାଲି ପଞ୍ଚାୟତ କାର୍ଯ୍ୟାଲୟରେ ଓପିଜିସି, ଇବ୍‌ ଥର୍ମାଲ ବନହରପାଲି ପକ୍ଷରୁ ମାଗଣା ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଛି । ଶିବିରକୁ ପୂର୍ବାହ୍ନ ଘ:୯.୦୦ଣ୍ଟା ସମୟରେ ସରପଞ୍ଚ ଆକାଶ ସାହୁ ଉଦଘାଟନ କରିଥିଲେ । ଅପରାହ୍ନ ଘ.୩.00ଟା ପର୍ଯ୍ୟନ୍ତ ଲୋକଙ୍କ…

ଗନ୍ଧମାର୍ଦ୍ଦନରେ ଗୁଳି ବିନିମୟ: ମିଳିପାରୁ ନାହିଁ ସଠିକ୍ ତଥ୍ୟ

ବରଗଡ଼ ୨୩।୨ : ବିଶ୍ଵ ପ୍ରସିଦ୍ଧ ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଅବସ୍ଥିତ ଖଣ୍ଡିଝରନ ଗ୍ରାମ ନିକଟ ଜଙ୍ଗଲରେ ଘଟିଯାଇଥିବା ମାଓବାଦୀ ଓ ପୋଲିସ (ଏସଓଜି) ମଧ୍ୟରେ ଗୁଳି ବିନିମୟ ଘଟଣା ପଦ୍ମପୁର ଅଞ୍ଚଳର ଲୋକଙ୍କ ଭିତରେ ଆତଙ୍କର ବାତାବରଣ ଖେଳାଇ ଦେଇଛି । ବର୍ତ୍ତମାନ ସୁଦ୍ଧା…

ମାଘମେଳା ଶୂନ୍ୟବ୍ରହ୍ମଙ୍କ ପାଖରେ ସମର୍ପିତ ହେବାର ମହାନ ଅବସର – ଧର୍ମେନ୍ଦ୍ର ପ୍ରଧାନ

ଯୋରନ୍ଦାରେ ମାଘମେଳାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ • ଯୋରନ୍ଦା ମେଳାକୁ ଆସି ନିଜକୁ ବହୁତ ସୌଭାଗ୍ୟଶାଳୀ ମନେକରୁଛି • ଦୀପ ପ୍ରଜ୍ଜ୍ୱଳନ କରିବା ସହ ମହିମା ଗୋସାଇଁଙ୍କ କରୁଣା ଏବଂ ସାଧୁବୃନ୍ଦଙ୍କ ଆଶୀର୍ବାଦ ନେଲେ • ଯୋରନ୍ଦା ମେଳା ହେଉଛି ବିଶ୍ୱ କଲ୍ୟାଣ ପାଇଁ ପୂଜ୍ୟ…

ଢେଙ୍କାନାଳରେ ‘ଲାଭାର୍ଥୀ ସମ୍ପର୍କ ଅଭିଯାନ’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ସମସ୍ତ ସୁବିଧା ପହଞ୍ଚାଇବା ହେଉଛି ମୋଦି ଗ୍ୟାରେଣ୍ଟି - ଧର୍ମେନ୍ଦ୍ର ପ୍ରଧାନ • ଗଁଦିଆ ବ୍ଲକ କାଇମାଟିର ମୋଦି ସରକାରଙ୍କ ଯୋଜନାର ଲାଭାର୍ଥୀଙ୍କୁ ଭେଟି କଲେ ଆଲୋଚନା • ଘରେ ଘରେ ମୋଦି ଷ୍ଟିକର ସହ ଲିଫଲେଟ୍ ବାଣ୍ଟିଲେ • ମୋଦିଜୀଙ୍କ ଯୋଜନା…

ତ୍ୟାଗ ଓ ସେବାର ପରିଭାଷା ଜାଣିବା ପାଇଁ ହେଲେ ‘ଗଡ଼ଜାତ ଗାନ୍ଧୀ’ ସାରଙ୍ଗଧର ଦାସଙ୍କୁ ବୁଝିବାକୁ ହେବ –…

"ଏଠି କିଛି ଲୋକମାନେ ନଖ ଛିଣ୍ଡେଇ ଶହୀଦ ହେବାର ଅଭିନୟ କରୁଛନ୍ତି, ସେମାନେ ଜାଣିବା ଦରକାର ବାଜି ରାଉତ ମା' ମାଟିର ସୁରକ୍ଷା ପାଇଁ ଦେଶର ସ୍ୱତନ୍ତ୍ରତା ପାଇଁ ବ୍ରିଟିଶ ମାନଙ୍କ ଠାରୁ ଗୁଳି ଖାଇଥିଲା" • ଢେଙ୍କାନାଳରେ ସାରଙ୍ଗଧର ଦାସଙ୍କ ସ୍ମୃତିରେ ଡାକ ଟିକେଟ ଉନ୍ମୋଚନ କଲେ…

ମଡର୍ନ କମ୍ୟୁନିକେସନର ଫ୍ୟୁଚରିଷ୍ଟିକ୍ ସେଣ୍ଟର ହେବ ଢେଙ୍କାନାଳ – ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳରେ ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ • ସ୍କିଲ୍ ଇଣ୍ଡିଆ ସେଣ୍ଟର ସହ ଆଇଆଇଏମ ଢେଙ୍କାନାଳ ସହ ଯୋଡିହେବାକୁ ଦେଲେ ପରାମର୍ଶ • ଯୁବପିଢିଙ୍କ ରୋଜଗାର ଓ ସ୍ୱରୋଜଗାର ବଢାଇବା ଲକ୍ଷ୍ୟ • ଡିଜିଟାଲ ଦୁନିଆ ତଥା ସର୍ଭିସ ଇଣ୍ଡଷ୍ଟ୍ରିର ଆଧୁନିକ…