ଭୁବନେଶ୍ୱର ଜିଲ୍ଲା ବିଜେଡି ଯୁବ ସଭାପତି ସମରେଶ ବେଉରା ବିଜେପିରେ ସାମିଲ ହେଲେ
ଭୁବନେଶ୍ୱର, ତା.୨୨/୦୫: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଭୁବନେଶ୍ୱର ଜିଲ୍ଲାର ବିଜେଡି ଯୁବ ସଭାପତି ସମରେଶ ବେଉରା, ଜିଲ୍ଲା ବିଜେଡି ଯୁବ ସମ୍ପାଦକ ରାଜେଶ ପ୍ରଧାନ, ପୂର୍ବତନ ଯୁବ ସାଧାରଣ ସମ୍ପାଦକ ଭବାନୀଶଙ୍କର ପରିରାୟ, ସୌମ୍ୟରଞ୍ଜନ ସେଠୀ, ବିଶ୍ୱଜିତ୍…