ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୭୯ ୟୁନିଟ ରକ୍ତ ସଂଗ୍ରହ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଵିଶ୍ଵବିଦ୍ୟାଳୟ ପରିସର ଅନୁଷ୍ଠିତ କରଯାଇଥିଲା।ଏହି ଶିବିରରେ ମୋଟ ୭୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ଏହି ଶିବିରକୁ ବିଶ୍ୱବିଦ୍ୟାଳୟର…

ପଞ୍ଚାୟତ ବଣ୍ଟନ ବ୍ୟବସ୍ଥା,ସ୍ତ୍ରୀଙ୍କ କାମକୁ ସ୍ଵାମୀଙ୍କ ଚିନ୍ତା : ହିତାଧିକାରୀଙ୍କ ବଢେ ଦୁଶ୍ଚିନ୍ତା,

(ଶାସକ ପ୍ରଶାସକ ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର କିଛି ଗ୍ରାମ ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥା ବିପର୍ଯ୍ୟସ୍ଥ ମୁହାଁ ହୋଇଛି । ବ୍ଲକର ହାବସପୁର ପଞ୍ଚାୟତରେ ଜୈନିକ ଯୋଗାଣ ସହାୟକଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୁଏ।ଜାତୀୟ ଖାଦ୍ୟ ସୁରକ୍ଷା…

କେସିଙ୍ଗା ବ୍ଲକ ଲଇତରା ପଞ୍ଚାୟତ ର ଜୋଲକୋ ଗ୍ରାମଠାରେ ସ୍ଥାନୀୟ ଅଧିବାସୀ ଏବଂ ଯୁବକମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ…

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକ ଲଇତରା ପଞ୍ଚାୟତର ଜୋଲକୋ ଗାଁ ଠାରେ ସ୍ଥାନୀୟ ଅଧିବାସୀ ଏବଂ ଯୁବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ଶ୍ରୀ ମଣ୍ଟୁ ନାଏକ ଯୋଗଦେଇ ତୃଣମୂଳ ସ୍ତରରେ…

ବୁହାଳ ପଞ୍ଚାୟତରେ ଆମ ବ୍ୟାଙ୍କ୍ ସେବା କାର୍ଯ୍ୟାଳୟ ଉଦ୍ଘାଟିତ

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଆମ ବ୍ୟାଙ୍କ ସେବା ଲୋକାର୍ପିତ ହୋଇଥିବା ବେଳେ ବୁହାଳ ପଞ୍ଚାୟତରେ ସରପଞ୍ଚ ରମାକାନ୍ତ ମହାନ୍ତି ଉକ୍ତ ସେବା କାର୍ଯ୍ୟାଳୟକୁ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି ଉଦଘାଟନ ଉତ୍ସବରେ…

ଦୁଇଦିନିଆ ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ

ଆଇଆଇଏମ ସମ୍ବଲପୁରରେ ୧୦୦ କ୍ୟୁବ୍ ଷ୍ଟାର୍ଟଅପର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ • ‘ସମ୍ବଲପୁର ହଟିଆ – ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ • ଏନଏସଡିସି ଏବଂ ବଜାଜ ଫିନସର୍ଭର “ପ୍ରଜେକ୍ଟ ଓଡିସର୍ଭ”ର କରିବେ ଲୋକାର୍ପଣ…

ଅଗ୍ନିବିପନ୍ନ ପରିବାରକୁ ସହାୟତାର ହାତ ବଢ଼ାଇଲେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା l

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) ନରେନ୍ଦ୍ରପୁର ପଞ୍ଚାୟତ ଫତେପୁର ଗ୍ରାମର ହୃଷିକେଶ ନାୟକଙ୍କ ଘରେ ବିଦ୍ୟୁତ୍ ସଟ୍ ସକ୍ରିଟ କାରଣରୁ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଥିବା ବେଳେ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା l ଖବର ପାଇ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ…

ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ନେଲେ ପ୍ରମୁଖ ଶାସନ ସଚିବ

ବିତ୍ତୀୟ ଖର୍ଚ୍ଚ ଓ ବିଭାଗୀୟ ଶୃଙ୍ଖଳା ଉପରେ ଦେଲେ ଗୁରୁତ୍ୱ ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ କରିବା ସହ ଠିକ ସମୟରେ ପ୍ରକଳ୍ପ କାର୍ଯ୍ୟ ସମାପ୍ତ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ…

ଦ୍ୱିତୀୟ ପର୍ଯ୍ୟାୟରେ ୨୮୮ ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ଖୋଲିଲା ‘ଆମ ବ୍ୟାଙ୍କ’

 ‘ଆମ ବ୍ୟାଙ୍କ’ ସଂଖ୍ୟା ୨,୭୫୦ ରେ ପହଞ୍ଚିଲା ଅପହଞ୍ଚ ଅଞ୍ଚଳରେ ବ୍ୟାଙ୍ଗିଙ୍ଗ ସେବା ଯୋଗାଇଦେବା କ୍ଷେତ୍ରରେ ଜାତୀୟ ସ୍ତରରେ ଉଦାହରଣ ହୋଇଛି ‘ଆମ ବ୍ୟାଙ୍କ’ ମୁଁ ଚାହେଁ କେହି ଜଣେ ବି ହିତାଧିକାରୀ ସରକାରୀ ସହାୟତା ପାଇବାରେ ହଇରାଣ ନ ହୁଅନ୍ତୁ, ଏଥି ପାଇଁ ଖୋଲା ଯାଉଛି ‘ଆମ…

ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ କୋଳେଇ ନେଲା ବିଜେପି: ବିଜେଡି

ଜେଲ ଫେରନ୍ତାଙ୍କ ପିଠି ଥାପୁଡାଉଛନ୍ତି ବିଜେପି ନେତା ଗୁଣ୍ଡାଗିରି ପାଇଁ ଦଳରୁ ବହିଷ୍କାର କରିଥିଲା ବିଜେଡି ନୂଆ ନେତା ସୃଷ୍ଟିରେ ରାଜ୍ୟ ବିଜେପି ଅସମର୍ଥ ଭୁବନେଶ୍ୱର, ୨୯/୦୨/୨୦୨୪: ପ୍ରଶାନ୍ତ ଜଗଦେବ ଯିଏ କି ମାତାଲ ଅବସ୍ଥାରେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇ…

ଖୋଦ ଖଣିମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଚାଲିଛି ବେଆଇନ ଖଣିଖାଦାନ : ଅସନ୍ତୋଷ ଝାଡିଲେ ଜନସାଧାରଣ

ଢ଼େଙ୍କାନାଳ / ରବିନ୍ ଦାସ ; ଭୁବନ ତହସିଲ ଅନ୍ତର୍ଗତ ଭୁବନ ଓ ମହୁଲପାଳ ରାଜସ୍ବ ଅଞ୍ଚଳରେ ଚାଲିଛି ଅବାଧ ଚୋରା ଖଣି କାରବାର । ମହୁଲପାଳ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ପଛପଟୁ ଲୁଟ୍ ହେଉଛି କୋଟି କୋଟି ଟଙ୍କାର ଖଣିଜ ସମ୍ପଦ । ପାଖାପାଖି ୫ ଏକର ପତିତ ଜମିରୁ ଦୈନିକ ଶହ ଶହ ଟ୍ରିପ୍ ମୋହରମ…