କଟକ :୨୭/୫(ଶାସକ ପ୍ରଶାସକ )ରଞ୍ଜିତ ମହାପାତ୍ର: ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ କେନ୍ଦ୍ରାପଡ଼ା ବିଧାନସଭାର କୋଅର୍ଡିନେଟର ଭାବେ ନିଯୁକ୍ତି କରାଯାଇଛି. ଚୌଦ୍ୱାର କଟକ ଅଞ୍ଚଳରେ ନିର୍ବାଚନ ଶେଷ ହୋଇଥିବା ବେଳେ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳ ଙ୍କ ଦେହ ଅସୁସ୍ଥ ହୋଇ ମୂନ ହସ୍ପିଟାଲ ରେ ଚିକିତ୍ସା ହୋଉଛନ୍ତି.ଏପଟେ କେନ୍ଦ୍ରାପଡ଼ାରେ ଜୁନ ୧ ରେ ଭୋଟ ଗ୍ରହଣ ହେବାକୁ ଯାଉଛି. ଚୌଦ୍ୱାର କଟକରେ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଏକ ମାତ୍ର ସୁପୁତ୍ର ସୌଭିକ ବିଶ୍ୱାଳ ବିଜେଡିର ବିଧାୟକ ପାର୍ଥୀ ଭାବେ ଠିଆ ହୋଇଥିବା ବେଳେ. ଏହି ବିଧାନସଭା ଆସନରେ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳ ନିର୍ବାଚନ ପରିଚାଳନର ମଙ୍ଗ ଧରିଥିବା ବେଳେ ଏବେ ତାଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ୱ ଦିଆଯାଇ ଦଳ ପକ୍ଷରୁ ସେଠାକୁ ପଠାଯାଇଥିବା ସୂଚନା ମିଳିଛି.
Sign in
Sign in
Recover your password.
A password will be e-mailed to you.
Prev Post