ବାଲେଶ୍ୱରକୁ ଆସିଥିବା ଅନେକ କାମକୁ କ୍ରିୟାନ୍ୱୟନ କରିବାରେ ବିଜେଡି ବାଧକ – ଧର୍ମେନ୍ଦ୍ର ପ୍ରଧାନ
ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ନିର୍ବାଚନ ପ୍ରଚାର
• ନୀଳଗିରି, ବଡସାହୀ ଓ ବାଲେଶ୍ୱର ନିର୍ବାଚନମଣ୍ଡଳୀରେ ବିଜୟ ସଂକଳ୍ପ ସଭାରେ ଯୋଗଦେବା ସହ ରୋଡ୍ ସୋ’ରେ ହେଲେ ସାମିଲ • ଗାଁ ଗଣ୍ଡାରେ ୨୫ ବର୍ଷ ହେଲା ବିଶୁଦ୍ଧ ପିଇବା ପାଣି ନାହିଁ, ମୁଖ୍ୟମନ୍ତ୍ରୀ ଏହାକୁ ଭଲ…