ବାସୁଦେବପୁର – ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷ ରୁ କାର୍ଯ୍ୟ କାରୀ ସଭାପତି ଭାବରେ ବାସୁଦେବପୁର ର ଯୁବ କଂଗ୍ରେସ ନେତା ସୁବ୍ରତ କୁମାର ବେହେରା ଙ୍କ ନାମ ଘୋଷଣା କରାଯାଇଛି। ଘୋଷଣା ହୋଇ ଥିବା ଦୁଇ ଜଣ ଯୁବ କଂଗ୍ରେସ ନେତା ଙ୍କ ନାମ ହେଲା ସୁବ୍ରତ କୁମାର ବେହେରା ଓ ବଳରାମ ରାଉତ। ନାମ ଘୋଷଣା ପରେ ଉଭୟ ଙ୍କୁ ଜିଲ୍ଲା ରୁ ଶୁଭେଚ୍ଛା ର ସୁଅ ଛୁଟିଛି। ଏଥି ନିମନ୍ତେ ସୁବ୍ରତ କୁମାର ବେହେରା ଏ ଆଇ ସି ସି ର ସଭାପତି,ରାଜ୍ୟ କଂଗ୍ରେସ ର ସଭାପତି, ରାଜ୍ୟ ଯୁମୋର୍ଚ୍ଚା କଂଗ୍ରେସ ସଭାପତି ଓ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ କୁମାର ଦାସ ଓ କଂଗ୍ରେସ ର ସମସ୍ତ ବରିଷ୍ଠ ନେତା ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.