ଆର୍ସଲରମିତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଭୁବନେଶ୍ୱର: ଆର୍ସଲରମିଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍ / ଏନ୍ଏସ୍ ଇଣ୍ଡିଆ) ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ପ୍ରକଳ୍ପ “ଆରୋଗ୍ୟ” ର ଏକ ଅଂଶ ଭାବରେ ମହାକାଳପଡ଼ା ବ୍ଲକର ୧୧ ଟି ଗ୍ରାମରେ ମଲ୍ଟି-ସ୍ପେସିଆଲିଟି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଛି ।ଏହାର ଅପରେଟିଂ ଅଚଂଳର…

ଟିପିଏସ୍ଓଡିଏଲକୁ ମିଳିଲା ‘ବେଷ୍ଟ୍ ସିଏସ୍ଆର୍ ପ୍ରୋଜେକ୍ଟ୍ ଅଫ୍ ଦି ଇୟର’ ଆୱାର୍ଡ

ବ୍ରହ୍ମପୁର:  ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍)କୁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ 'ବେଷ୍ଟ୍ ସିଏସ୍ଆର୍ ପ୍ରୋଜେକ୍ଟ ଅଫ୍ ଦି ଇୟର ଆୱାର୍ଡ' ମିଳିଛି । ପ୍ରୋଜେକ୍ଟ ‘ସକ୍ଷମ’ ଅଧିନରେ ଜୀବିକା ପ୍ରୋତ୍ସାହନ କାର୍ଯ୍ୟକ୍ରମର ସଫଳ ପରିଚାଳନା…

ବିଶ୍ୱର ବଡ ବଡ ଦାର୍ଶନିକଙ୍କ ଠାରୁ ସନ୍ଥକବି ଭୀମ ଭୋଇ ବହୁତ ଉର୍ଦ୍ଧ୍ୱରେ – ଧର୍ମେନ୍ଦ୍ର ପ୍ରଧାନ

ରାଷ୍ଟ୍ରପତିଙ୍କ ସହ ମଧୁପୁର ଠାରେ ଭୀମ ଭୋଇଙ୍କ ଆବିର୍ଭାବ ପୀଠ ଏବଂ ଚଉଷଠି ସିଦ୍ଧଙ୍କର ଧୁନୀ ମଣ୍ଡପ, କନ୍ଧରାରେ ଭୀମ ଭୋଇ ଦିବ୍ୟ ଜ୍ୟୋତି ଦର୍ଶନ ଏବଂ ଜ୍ଞାନପ୍ରାପ୍ତି ପୀଠ(ସ୍ମୃତି କୂପ) ଓ କାଙ୍କଣପଡ଼ା ଠାରେ ଭୀମ ଭୋଇଙ୍କ ପବିତ୍ର ଆଶ୍ରମ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ…

ସୁଦକ୍ଷ ପ୍ରଶାସକ ବିମଳ କିଶୋର ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ଓ ସ୍ମାରକୀ ବକ୍ତୃତା ଅନୁଷ୍ଠିତ ।

https://youtu.be/vxPTQr_uU28 ଭୁବନେଶ୍ୱର : ସୁଦକ୍ଷ ପ୍ରଶାସକ ବିମଳକିଶୋରମିଶ୍ର ଓଡିଶାର ପ୍ରଶାସନିକ , ବୌଦ୍ଧିକ, ସାଂସ୍କୃତିକ, ଶିକ୍ଷା ତଥା ଇତିହାସରେ ଏକ କିମ୍ବଦନ୍ତୀ ପୁରୁଷ ଥିଲେ । ତାଙ୍କର ନିଷ୍ଠା, ସତ୍ୟନିଷ୍ଠ ବିଚାରଧାରା, ଭାରତୀୟ ପ୍ରଶାସନ ସର୍ବୋପରି ଓଡିଶାର ଶିକ୍ଷା ଜଗତକୁ…

ଅଙ୍ଗନଓ୍ବାଡ଼ି ସଂଘର କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନବୀନ ଓଡିଶା ଅଧକ୍ଷ ଭିକେ ପାଣ୍ଡିଆନ ଏବଂ ବିଧାୟକ ପ୍ରତାପ…

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ରାଜ୍ୟ ସରକାର ଅଙ୍ଗନୱାଡ଼ି କର୍ମୀ, ମିନି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କର ପ୍ରୋତ୍ସାହନ ରାଶି ବଢାଇବା ସହିତ ଅବସର କାଳୀନ ଭତ୍ତା ବୃଦ୍ଧି ଓ ଦୁର୍ଘଟଣା ଜନିତ ରାଶି ବଢାଇଛନ୍ତି l ଏଥିପାଇଁ ଅଙ୍ଗନୱାଡ଼ି ସଂଘର ଦୀର୍ଘଦିନର ଆଶା ଓ ଭରସା ପୂରଣ…

ଡ଼ଙ୍ଗାମୁଣ୍ଡି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୁତଳ କେନାଲ ଯୋଜନା ଭର୍ଚୁଆଲ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ…

ରାୟଗଡା -୨/୩ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ କଲ୍ୟାଣୀ ନଦୀ ଉପରେ ଡ଼ଙ୍ଗାମୁଣ୍ଡି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୁତଳ କେନାଲ ଯୋଜନାକୁ ଭର୍ଚୁଆଲ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଓଡି଼ଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ l ଜଳ ସମ୍ପଦ ବିଭାଗ ଦ୍ଵାରା…

ଏଲ୍ ଏଲ ବି ରେ ରାଜେଶ କୁମାର ପଣ୍ଡାଙ୍କ ସ୍ଵର୍ଣ୍ଣ ପଦକ ହାସଲ: ବିଶ୍ଵବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଦିବସରେ…

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡ ଜିଲ୍ଲା ଗୁଣୁପୁର ସଦର ମହକୁମା ସ୍ଥିତ ସ୍ଥାନୀୟ ମହର୍ଷି ଗୁରୁକୂଳ ଶିକ୍ଷାନୁଷ୍ଠାନର ସମ୍ପାଦକ ରାଜେଶ କୁମାର ପଣ୍ଡା , ୨୦୨୦-୨୩ ଶିକ୍ଷାବର୍ଷରେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର ସ୍ନାତକ ଆଇନ ପାଠ୍ୟକ୍ରମରେ 63.7% ନମ୍ବର ରଖି ବିଶ୍ବବିଦ୍ୟାଳୟ…

ଭଞ୍ଜନଗର ରୁ ପୋୖରପାଳିକା ବାଦ ଷଡ଼ଯନ୍ତ୍ର : ଭାରତୀୟ ବିକାଶ ପରିଷଦ

ଭଞ୍ଜନଗରରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ର ଭଞ୍ଜନଗର ଏନ୍.ଏ.ସି କୁ ପୌରପାଳିକା ବା ମୁନିସିପାଲଟି ନ କରାଇ ଦେବା ପାଇଁ ସ୍ଥାନୀୟ ଜନ ପ୍ରତିନିଧି ଷଡଯନ୍ତ୍ର କରିଥିବା ଭାରତୀୟ ବିକାଶ ପରିଷଦ ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ପାଣିଗ୍ରାହୀ ଭଞ୍ଜନଗର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଗେଟ୍…

ବିଦ୍ୟାଳୟ ପାର୍ଶ୍ଵରେ କୁଢ଼ କୁଢ଼ ଆବର୍ଜ୍ଜନା

ବେଲଗୁଣ୍ଠା ,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଗୋବରା ଗ୍ରାମ ପଞ୍ଚାୟତ ଏକ ସ୍ଵତନ୍ତ୍ର ପଞ୍ଚାୟତର ମାନ୍ୟତା ହାସଲ କରିବା ସହ ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ପଞ୍ଚାୟତ ରୂପେ ପରିଗଣିତ ବୋଲି କୁହାଯାଉଛି l କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା I ଏପରିକି ଗୋବରା ମୁଖ୍ୟ ସଡ଼କରେ…

କୁହୁଡି ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ବାଲୁଗାଁ (ସେକ କୌସର ): କୁହୁଡି ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣାରୁ ଆଜି ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଜିଆରପି। ବ୍ୟକ୍ତିଙ୍କ ବୟସ ଆନୁମାନିକ ୩୫ ବର୍ଷ ହୋଇଥିବା ବେଳେ ସେ ଗଞ୍ଜି ଏବଂ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି।ତେବେ କୌଣସି ଗାଡ଼ିରୁ ଖସି…