ପୁରୀ ବିଚ୍ ଫଟୋଗ୍ରାଫର ମହାସଂଘ ବାର୍ଷିକ ସାଧାରଣ ନିର୍ବାଚନ
ପୁରୀ,୭/୭-ଶ୍ରୀ ଶ୍ରୀ ବାବା ଶଙ୍କରେଶ୍ୱରଙ୍କ ପବିତ୍ର ପୀଠରେ ପୁରୀ ସି ବିଚ୍ ଫଟୋଗ୍ରାଫର ମହାସଂଘର ବାର୍ଷିକ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।ପୁରୀ ସି ବିଚ୍ ଫଟୋଗ୍ରାଫର ମହା ସଂଘରେ ସାମିଲ ଥିବା ନଅ ଗୋଟି ସଂଗଠନର ସଭ୍ୟ ଉପସ୍ଥିତ ରହି ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ।ମହାସଂଘର…