ରାଜ୍ୟ ସରକାରଙ୍କ କଥା ପ୍ରବଳ, କାମ ଦୁର୍ବଳ: ପ୍ରଦୀପ ପାଣିଗ୍ରାହୀ

ରାଜ୍ୟରେ ସ୍ୱାସ୍ଥ୍ୟସେବା ପୂରା ହୁଗୁଳା, ମିଛ ବିଜ୍ଞାପନ ଓ ପ୍ରଚାର ପ୍ରସାରରେ ମାତିଛନ୍ତି ରାଜ୍ୟ ସରକାର ମୋଦିଜୀଙ୍କ ଯୋଜନାରେ ନବୀନ ବାବୁ ନିଜ ଦଳୀୟ ରଙ୍ଗ ଓ ଚିହ୍ନ ଲଗାଇ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ମୋଦିଙ୍କ ଯୁଗରେ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତ…

ମହାକାଳ ବେଶରେ ଝଲସିଲେ ବାବା ହଟ୍ଟକେଶ୍ୱର

ଖୋର୍ଦ୍ଧା,୨୪/୩(ଯୋଗେଶ୍ୱର ପଣ୍ଡା): ଏସିଆ ମହାଦେଶରେ ପୁରାଣ ବର୍ଣ୍ଣିତ ପ୍ରସିଦ୍ଧ ଲାଭ କରିଥିବା ସର୍ବ ପୁରାତନ ମନ୍ଦିର ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରି ପଂଚାୟତ ଅନ୍ତର୍ଗତ ଅଟ୍ରି ସ୍ଥିତ ଏକାଦଶ ରୁଦ୍ର ତଥା ବାବା ହଟ୍ଟକେଶ୍ୱର ପୀଠ ପରିସର ଏବେ ଚଳ ଚଞ୍ଚଳ ରହିଛି। ପ୍ରତ୍ୟହ ବାବା…

ଶତାୟୁ ସ୍ବାଧିନତା ସଂଗ୍ରାମୀ ଶତାୟୁ ହଟ୍ଟନାଥଙ୍କ ପରଲୋକ

ଖୋର୍ଦ୍ଧା,୨୪/୩(ଯୋଗେଶ୍ୱର ପଣ୍ଡା):୧୮୧୭ ମସିହା ଭାରତର ପ୍ରଥମ ପାଇକ ମୁକ୍ତି ସଂଗ୍ରାମର ଆନ୍ଦୋଳନରେ ମାନ୍ୟତା ଦାବି ଅଭିଯାନରେ ଅଂଶ ଗ୍ରହଣ କରିଥିବା ମହାନ ବ୍ୟକ୍ତି ସ୍ୱର୍ଗତ ହଟ୍ଟନାଥ ମଙ୍ଗରାଜ ୧୦୨ ବର୍ଷରେ ପଦାର୍ପଣ କରି ଶନିବାର ଦିନ ବିଳମ୍ବିତ ରାତିରେ ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ…

ହୀରାକୁଦରେ ଡାଇରିଆକୁ ନିୟନ୍ତ୍ରଣ କରିବା ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ହୀରାକୁଦରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍ ନିୟୋଜିତ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ • ଆକ୍ରାନ୍ତଙ୍କୁ ଅବିଳମ୍ବେ ଆବଶ୍ୟକ ମେଡିକାଲ ସହାୟତା ଯୋଗାଇଦେବା ପାଇଁ ହସ୍ତକ୍ଷେପ ଲୋଡିଲେ• ଡାଇରିଆର ମୂଳ କାରଣକୁ ଚିହ୍ନଟ…

ଏଚ୍‌ଡିଏଫ୍‌ସି ପରିବର୍ତନ ଷ୍ଟାର୍ଟଅପ୍ ଅନୁଦାନର ବିଜେତାଙ୍କ ନାମ ଘୋଷିତ

ଭୁବନେଶ୍ୱର : ଏକ ଅଗ୍ରଣୀ ଟେକ୍ନୋଲୋଜି ବିଜ୍‌ନେସ ଇନ୍‌କ୍ୟୁବେଟର ଏଆଇସି-ନାଳନ୍ଦା ପକ୍ଷରୁ ଏଚ୍‌ଡିଏଫ୍‌ସି ପରିବର୍ତନ ଷ୍ଟାର୍ଟଅପ୍ ଅନୁଦାନର ଏହାର ଟିମ୍‌ର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଏହି ଅନୁଦାନ ‘ସ୍ମାର୍ଟ ସିଟିଗୁଡିକ ପାଇଁ ସବୁଜ ସମାଧାନ ନିର୍ମାଣ କରିବା’ ଉପରେ ଗୁରୁତ୍ୱ…

ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ସହ ବିବାର ନୂଆ ସମର୍ କଲେକ୍ସନର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଅଗ୍ରଣୀ ଓ ଘରୋଇ ଫ୍ୟାଶନ ବ୍ରାଣ୍ଡ ବିବା ପକ୍ଷରୁ ଭୁବନେଶ୍ୱରସ୍ଥିତ କମ୍ପାନୀର ଫ୍ଲାଗ୍‌ସିପ ଷ୍ଟୋର୍‌ଠାରେ ଏହାର ନୂଆ ସମର କଲେକ୍ସନର ଗ୍ରାଣ୍ଡ୍ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି ଯାହାର ବିଷୟବସ୍ତୁ ରହିଛି ‘ହର୍ ନଜର୍ ମେଁ କୁଛ୍ ନୟା’ । ଏହି ନୂତନ କଲେକ୍ସନ…

ପ୍ରଦେଶ କଂଗ୍ରେସ କମିଟି ସମ୍ପାଦିକା ଭାବେ ମନୋନୀତ ହେଲେ ପି.ନାଗାରତ୍ନମ

"ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସ ପାଇଁ କାମ କରିବି ଓ ମୋର ଶେଷ ଯାତ୍ରା ରେ କଂଗ୍ରେସ ଦଳର ପତକା ମୋ ସାଥି ହୋଇ ରହିବ" ତେନ୍ତୁଳିଖୁଣ୍ଟି .କୃପା ନିଧି ରାଉତ:ବରିଷ୍ଠ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ପି ନାଗାରତ୍ନମ ଙ୍କୁ ପ୍ରେଦେଶ କଂଗ୍ରେସ କମିଟି ସମ୍ପାଦିକା ଭାବେ ମନୋନୀତ କରାଯାଇଛି…

ସମ୍ବଲପୁର ହୀରାକୁଦରେ ଡାଇରିଆ ସଂକ୍ରମଣ ଘଟଣାରେ ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ

ଆକ୍ରାନ୍ତଙ୍କୁ ସଠିକ୍ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ସିଡିଏମଓଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ • ଚିକିତ୍ସାଧୀନ ଲୋକମାନଙ୍କୁ ଆବଶ୍ୟକ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ସିଡିଏମଓ ଡାକ୍ତର ସୁଜାତା ରାଣୀ…

କଳିଙ୍ଗ ହସ୍ପିଟାଲ ର ନୂତନ ବିସ୍ତାର ଲୋକାର୍ପିତ ଲକ୍ଷ୍ୟ ଏକ ସୁସ୍ଥ ଭବିଷ୍ୟତ

ଉଲ୍ଲେଖନୀୟ ରୋଗୀ ସେବା ପ୍ରତି ପ୍ରତିବଦ୍ଧତା ରାଜ୍ୟପାଳଶ୍ରୀ ରଘୁବର ଦାସ ଏହାର ଅତ୍ୟାଧୁନିକ ସୁବିଧା ସମ୍ବଳିତ ନୂତନ ସମ୍ପ୍ରସାରଣ ଲୋକାର୍ପିତ ଭୁବନେଶ୍ୱର: କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ (KHL) ରୋଗୀ ସେବାରେ ଉତ୍କର୍ଷତା ପ୍ରଦାନ ପାଇଁ ଓଡିଶାର ଏକ ଅଗ୍ରଣୀ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ…

ବିଜେଡିର ମିଶ୍ରଣ ପର୍ବ ବିଜେଡ଼ିରେ ଯୋଗଦେଲେ ବ୍ଲକ ଅଧ୍ୟକ୍ଷାଙ୍କ ସହ ୨୫ ସରପଞ୍ଚ ଓ ୧୪ ସମିତି ସଭ୍ୟ

ଭୁବନେଶ୍ୱର, ୨୩/୦୩/୨୦୨୪:ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ କଣାସବ୍ଲକ ଅଧ୍ୟକ୍ଷା ପ୍ରଭାତୀରାଉତଙ୍କ ସମେତ କଣାସ ଏବଂ ସତ୍ୟବାଦୀ ବ୍ଲକର ୨୫ ସରପଞ୍ଚ ଓ ୧୪ ସମିତି ସଭ୍ୟଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଆଜି ଶଙ୍ଖ ଭବନ ଠାରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ…