ଘଷାଦେଇପୁରରେ ଶ୍ରୀଶ୍ରୀ ବାବା ଚନ୍ଦ୍ରକପିଳେଶ୍ୱର ମହାଦେବଙ୍କ ରତ୍ନମୁଦ ଉତ୍ସବ ଅନୁଷ୍ଠିତ,
ଓଡ଼ଗାଁ,୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ନନ୍ଦିଘୋର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘଷାଦେଇପୁର ଗ୍ରାମରେ ଶ୍ରୀଶ୍ରୀ ବାବା ଚନ୍ଦ୍ରକପିଳେଶ୍ୱର ମହାଦେବଙ୍କ ପବିତ୍ର ରତ୍ନମୁଦ ଉତ୍ସବ ଭକ୍ତିପୂର୍ଣ୍ଣ ପରିବେଶରେ ସମ୍ପନ୍ନ ହୋଇଯାଇଛି। ଗ୍ରାମବାସୀଙ୍କ ସମୂହ ସହଯୋଗ ଓ…