ବିଜେପିର ଜିଲ୍ଲା ଓ ମଣ୍ଡଳ କାର୍ଯ୍ଯକର୍ତ୍ତାଙ୍କ ବୈଠକରେ ଓଡିଶା ପ୍ରଭାରୀ

ରାଉରକେଲା,(ବସନ୍ତ କୁମାର ଜେନା): ଆଜି ହକି ଭିଲେଜ ସ୍ଥିତ ମେଫେୟାର ହୋଟେଲରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ଓ ମଣ୍ଡଳ କାର୍ଯ୍ଯକର୍ତ୍ତାଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ସିଂହ ତୋମାରଙ୍କ ସମେତ ରାଜ୍ୟ ସାଂଗଠନିକ ସମ୍ପାଦକ ମାନସ…

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମସଜିଦରେ ଇଦ୍ ପର୍ବ ପାଳନ ସହ ନମାଜ ପାଠ ଏବଂ ରୋଜାର ପର୍ବ

ଜଗତସିଂହପୁର,ତା-୧୧.୦୪.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମସଜିଦରେ ପବିତ୍ର ଇଦ୍ ପର୍ବ ପାଳନ ପାଇଁ ସମୂହ ନବାଜ ପାର୍ଥ ଓ ଇଦ୍ ମୁବାରକ ପାଳିତ l ଇସଲାମ ଧର୍ମାମ୍ଭଲମ୍ବୀଙ୍କ ପବିତ୍ର ପର୍ବ ଇଦ୍ ଚଳିତ ବର୍ଷ ପୁରା ୩୦ ଦିନର ଉପବାସ ରଖି ପବିତ୍ର ରମଜାନ ମାସ ସମ୍ପୂର୍ଣ୍ଣ…

ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ତରଫରୁ ଜଳ ସେବା ଶିବିର

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟ ଆୟୁକ୍ତ ତଥା ଜାତୀୟ ଉପସଭାପତି ଡାକ୍ତର କାଳି ପ୍ରସାଦ ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ତରଫରୁ ଜଳ…

ନବୀନ ଘୋଷଣା କଲେ ବିଧାନସଭା ପାଇଁ ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସହ ବାଲେଶ୍ୱର ଲୋକସଭା ଆସନ ପାଇଁ…

https://youtu.be/FQaqBQAX_30 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭା ପାଇଁ ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସହ ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି |  ବିଜେପି ଛାଡି ଆସିଥିବା ଲେଖାଶ୍ରୀ ସମନ୍ତସିଂହାରଙ୍କୁ…

ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଦୃଷ୍ଟିକୋଣରୁ ସମୃଦ୍ଧ ରାଜ୍ୟ ତ ଦୂରର କଥା, ଦାଦ୍ରା ହାବେଳି-ଡାମନ ଡିୟୁଠୁ ବି ଓଡିଶା…

ଇଣ୍ଡିଆ ରେଟିଙ୍ଗସ ଆଣ୍ଡ ରିସର୍ଚ୍ଚର ଆକଳନ ପ୍ରସଙ୍ଗ ନବୀନ ବାବୁଙ୍କ ରୁଗ୍ଣ ନେତୃତ୍ୱ ସକାଶେ ଓଡ଼ିଶା ଐତିହାସିକ ଭାବେ ଏକ ପଛୁଆ ରାଜ୍ୟ ହୋଇ ରହିଯିବ : ମୁଖ୍ୟମନ୍ତ୍ରୀଙ୍କ ଏକ ଟ୍ରିଲିଅନ ଡଲାର ଅର୍ଥନୀତିର ପ୍ରତିଶ୍ରୁତି ଗଲା କୁଆଡେ? ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡିଶା…

“ପ୍ରଚାର ଦେଖିଲେ ଭାରି ସୁନ୍ଦର, ଭିତରେ ଦେଖିଲେ ପୋଡ଼ା ଅଙ୍ଗାର “

୨୪ ବର୍ଷ ନବୀନ ଶାସନରେ ଜନତା ମୌଳିକ ସମସ୍ୟାରୁ ବଂଚିତ-କଂଗ୍ରେସ ଭୁବନେଶ୍ୱର- ୨୪ ବର୍ଷ ଶାସନ କଲାପରେ ମଧ୍ୟ ବିଜେଡ଼ି ସରକାର ଜନତାଙ୍କୁ ମୌଳିକ ସୁବିଧା ଦେବାରେ ବିଫଳ ହୋଇଛି ବୋଲି ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଂଚାନନ ଦାଶ…

ନିର୍ବାଚନ ପ୍ରଦର୍ଶନ କେନ୍ଦ୍ର ଲୋକାର୍ପିତ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ତା:୧୧-୦୪-୨୦୨୪ରିଖ ଦିନ ଗୁଣପୁର ସୂଚନା କେନ୍ଦ୍ର ଓ ପାଠାଗାର ପରିସରରେ ନିର୍ବାଚନ ପ୍ରଦର୍ଶନ କେନ୍ଦ୍ର ଲୋକାର୍ପିତ ହୋଇ ଯାଇଛି । ରାୟଗଡ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ଅନ୍ବେଷ। ହଷ୍ଟେଲ ଛାତ୍ରଙ୍କ ଦ୍ୱାରା…

୮୪୦ କେଜି ଭାଙ୍ଗ ଜବତ

ଖୋର୍ଦ୍ଧା,(ଯୋଗେଶ୍ୱର ପଣ୍ଡା): ସ୍ଥାନୀୟ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ଛକରେ ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଚଢାଉ କରି ୨୮ ବସ୍ତା ଭାଙ୍ଗ ସହ ପିକଅପ ଗାଡି ଓ ୨ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲାରୁ ଭୁବନେଶ୍ଵର ଅଭିମୁଖେ ଆସୁଥିବା ପିକଅପ ଗାଡିରୁ ୨୮ଗୋଟି ବସ୍ତାରେ…

ମହୁଲ ଫୁଲ ଜବତ : ଅଭିଯୁକ୍ତ ଗିରଫ

ଝାରବନ୍ଧ/ମନୋହର ଦାଶ :- ପଦ୍ମପୁର ଉପଖଣ୍ଡ ଓଡିଶା ଛତିଶଗଡ ସୀମାନ୍ତ ଝାରବନ୍ଧ ଥାନା ଅଂଚଳରୁ ଏକ ବୋଲେରୋ ପିକଅପ୍ ଅପ ଯାହାର ନମ୍ବର ସିଜି ୦୬ ଜିଏନ୍ ୫୭୨୯ ରେ ମହୁଲି ମଦ ଓ ମହୁଲଫୁଲ ଛତିଶଗଡ ରାଜ୍ୟର ବସନା ଅଂଚଳକୁ ଚାଲାଣ ହେଉଥିବା ଖବର ପାଇ ଝାରବନ୍ଧ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ…

ଟିକଟ ଖଣ୍ଡିଏ ପାଇବାକୁ ସ୍କ୍ରିପ୍ଟ ପଢୁଛନ୍ତି ଦେବାଶିଷ ନାୟକ : ବିଜେଡି

ଭୁବନେଶ୍ବର: ଟିକେଟ ଖଣ୍ଡିଏ ପାଇବା ପାଇଁ ବଡ ବିକଳ ଅବସ୍ଥାରେ ଥିବା ଶ୍ରୀଯୁକ୍ତ ଦେବାଶିଷ ନାୟକଙ୍କୁ ଯାହା ଲେଖିକି ଦିଆଗଲା, ସେତିକି ଆସି ଗଣମାଧ୍ୟମ ସାମ୍ନାରେ ପଢ଼ିଦେଇଚାଲିଗଲେ।ଯଦି କାଲି ତାଙ୍କୁ ଓଡିଶା ବିଜେପି ଟିକେଟ ନଦିଏ ତେବେ ତାଙ୍କୁ ସ୍କ୍ରିପ୍ଟ ଲେଖି ଦେଇଥିବା କେନ୍ଦ୍ରମନ୍ତ୍ରୀ…