ଦେବଗଡରେ ମେରୁ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ମେରୁଯାତ୍ରା ଆମ ଲୋକପରମ୍ପରାରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି – ଧର୍ମେନ୍ଦ୍ର ପ୍ରଧାନ • ଆଁଉଳୀ ଠାରେ ମା’ ଭଦ୍ରକାଳୀ, ରିଆମାଳ ସ୍ଥିତ କାଳୀ ମନ୍ଦିରରେ ଦର୍ଶନ କଲେ • ରିଆମାଳ ଦଲକ ଝରଣ ଠାରେ ଦ୍ୱିତୀୟ ଯୋରନ୍ଦାଧାମ “ଅଲେଖ ମହିମା ପୀଠ” ବୁଲିଲେ • ଦେବଗଡ଼…

ସୋଆ ଆଇଏଏସ୍ ରେ ବାର୍ଷିିକ ଉତ୍ସବ “ଅର୍ଣ୍ଣ-୨୦୨୪” ଅନୁଷ୍ଠିତ

ଭୁବନେଶ୍ୱର,ଏପ୍ରିଲ୍ ୧୫ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସସେ୍ (ଆଇଏଏସ୍)ରେ ବାର୍ଷିକ ଉତ୍ସବ “ଅର୍ଣ୍ଣ-୨୦୨୪” ଆୟୋଜିତ ହୋଇଯାଇଛି।ଗତ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଆୟୋଜିତ ଏହି ବାର୍ଷିକ ଉତ୍ସବ ରେ ଓଡିଶା କୃଷି ଓ ବୈଷୟିକ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଓଝାଳିଲେ ବିଜେଡି ସାଂସଦ ସସ୍ମିତ

https://youtu.be/ghJJkya1pLw କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କ ବିଫଳତା ସମସ୍ତେ ଜାଣିଛନ୍ତି: ବିଜେଡି  ନିଜ ଗାଁରେ ସ୍ମାର୍ଟ କ୍ଲାସରୁମଟିଏ ନିର୍ମାଣ କରିପାରିନାହାନ୍ତି  ଧର୍ମେନ୍ଦ୍ରଙ୍କ ଗାଁରେ ପଞ୍ଚାୟତ ନିର୍ବାଚନ ହାରିଥିଲା ବିଜେପି  ଜାତୀୟ ରାଜପଥ…

ମହିଳା ସଙ୍ଗଠନ ”ଆକାଂକ୍ଷା” ତରଫରୁ ବିଷୁବ ମିଳନ -୨୦୨୪ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ ''ଆକାଂକ୍ଷା'' ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସଭାଗୃହ ଠାରେ ବିଷୁବ ମିଳନ -୨୦୨୪ ପାଳିତ ହୋଇଯାଇଛି। ଆକାଂକ୍ଷା ମହିଳା ସଙ୍ଗଠନ ର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଙ୍କ…

କଂଗ୍ରେସରୁ ସୁର ବହିସ୍କୃତ

ଭୁବନେଶ୍ୱର : ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚାରେ ଥିବା ତଥା ନିଜ ପୁଅକୁ ବିଜେଡିରୁ ସଂସଦ ପ୍ରାର୍ଥୀ ଭାବେ ଠିଆ କରାଇ ବିବାଦୀୟ ହୋଇ ପଡିଥିବା କଂଗ୍ରେସ ବିଧାୟକ ସୁୁରେଶ ରାଉତରାୟଙ୍କୁ କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ନିଷ୍ପତ୍ତି…

ଇନ୍ଦ୍ରାବତୀ ବଜାର ଚଳ ଚଞ୍ଚଳ ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତିସହ ହନୁମାନ ଜନ୍ନ ଉତ୍ସବ ପାଲିତ

ତେନ୍ତୁଳୀଖୁଣ୍ଟି /କୃପାନିଧି ରାଉତ(ଶାସକ ପ୍ରଶାସକ): ହନୁମାନ ଜନ୍ନ ଉତ୍ସବ ଅବସରରେ ନାମଯଜ୍ଞ ଘୃତ ଯଜ୍ଞ ଅନ୍ନ ପ୍ରସାଦ ବ୍ୟବସ୍ଥା ଇନ୍ଦ୍ରାବତୀ ହନୁମାନ ପୂଜା କମିଟି ଦ୍ୱାରା ଆୟୋଜିତ ହୋଇଯାଇଛି | ହନୁମାନ ଜନ୍ନ ଉତ୍ସବ ଅବସରରେ ନାମ ଜଜ୍ଞ ଘୁର୍ତ୍ତ ଯଙ୍କ ଅର୍ଣ୍ଣ ପ୍ରସାଦ ବ୍ୟବସ୍ଥା…

ଗଜପତି ବିଜେପି ପକ୍ଷରୁ ମିଶ୍ରଣ ପର୍ବ

https://youtu.be/AUAAmozTMGE ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ତଥା ବିଧାୟକ କେ.ନାରାୟଣ ରାଓ ଙ୍କ ନେତୃତ୍ଵ ରେ ଆୟୋଜିତ ଏହି…

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକ

ମେ ମାସ ୨୦ ତାରିଖରୁ ସାରା ଜିଲ୍ଲାରେ ମଣ୍ଡିରୁ ଧାନ ସଂଗ୍ରହ ଆରମ୍ଭ ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ତା ୧୫.୦୪.୨୦୨୪: କଳାହାଣ୍ଡି ଜିଲ୍ଲାରେ ରବି ଧାନ ସଂଗ୍ରହ ନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ…

ପୂର୍ବତଟ ରେଳପଥ ପକ୍ଷରୁ ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ |

ଭୁବନେଶ୍ୱର :ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି | ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶ୍ରୀ ମହେଶ କୁମାର ବେହେରାଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ କର୍ମଚାରୀମାନେ…

କନ୍ଧମାଳ ଜିଲାରେ ଦାଦନ ଦୁଃଖ

ଦାଦନ ଖଟିବାକୁ ଯାଇ ଜୀବନ ହାରିଲେ ଘୁ. ଉଦୟଗିରି ବ୍ଲକ କଳିଙ୍ଗିଆ ଗ୍ରାମ ପଂଚାୟତ ବ୍ରଡିନାଜୁର ଯୁବକ କନ୍ଧମାଳ(ଗଗନ କୁମାର ପ୍ରଧାନ): ସରୁ ନାହିଁ ପ୍ରବାସୀ ଓଡ଼ିଆଙ୍କ ଦାଦନ ଦୁଃଖ l ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଶ୍ରମିକ ଭାବେ କାମ କରିବାକୁ ଯାଇ ଜୀବନ ହରାଉଛନ୍ତି ଅନେକ ଓଡ଼ିଆ…