ବିଜେଡି ଷ୍ଟାର୍ ପ୍ରଚାରକ ତାଲିକା : ନବୀନ ଏକ ନମ୍ବର , ପାଣ୍ଡିଆନ ଦୁଇ ନମ୍ବର
ଅଭିନେତା ମୁନ୍ନା ଖାଁ ଓ ଅଭିନେତ୍ରୀ ଏଲିନା ଦାସ ତାଲିକାରେ
ତାଲିକାରେ ସ୍ଥାନ ପାଇଛନ୍ତି ଟିକଟ ବଂଚିତ ଶ୍ରିମୟୀ ମିଶ୍ର ଓ ଅମରେଶ ଜେନା
କଂଗ୍ରେସ ଛାଡି ଆସିଥିବା ଚିରଞ୍ଜୀବ ବିଶ୍ୱାଳ ବି ଷ୍ଟାର ପ୍ରଚାରକ
ଭୁବନେଶ୍ୱର ; ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି…