ହିଞ୍ଜିଳିରୁ ବାଜିଲା ଯୋଡି ଶଙ୍ଖ : ମୁଖ୍ୟମନ୍ତ୍ରୀଙ୍କ ବିଜୟ ଶଙ୍ଖଧ୍ବନୀ

ଯୋଡି ଶଙ୍ଖରେ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ବିରୋଧୀ ସବୁବେଳେ ସବୁ କଥାରେ ରାଜନୀତି କରୁଛନ୍ତି, ବିକାଶକୁ ବିରୋଧ କରୁଛନ୍ତି, ଲୋକ ସେମାନଙ୍କ ଅସଲ ରୂପ ଜାଣନ୍ତି ୨୦୨୪ ରୁ ୨୦୩୪ ହେବ ଓଡିଶାର ଦଶକ, ଯୁବକ ମାନଙ୍କ ପାଇଁ ସୁବର୍ଣ୍ଣ ଯୁଗ, ଆସିବ ଯୁବ ବଜେଟ – ନବୀନ…

ବଡ଼ବିଲ ଅବକାରୀ ଥାନାରେ ଅଗ୍ନିକାଣ୍ଡ

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଅବକାରୀ ଥାନା କାର୍ଯ୍ୟାଳୟ ପରିସରରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ସେଠାରେ ଜବତ୍ ହୋଇ ରହିଥ‌ିବା ୨ଟି ବୋଲେରୋ, ଗୋଟିଏ ସ୍କର୍ପିଓ, ଗୋଟିଏ ଅଟୋ ସହ ୧୧ଟି ବାଇକ୍ ସମ୍ପୂର୍ଣ ପୋଡ଼ି ପାଉଁଶ ହୋଇଯାଇ ଥିବାର…

ବିଜେପିର “ମହା ମିଶ୍ରଣ ପର୍ବ”

https://youtu.be/LUtij1sZESk ଶାସକ ପ୍ରଶାସକ/ ଖଲ୍ଲିକୋଟ/ ଶିବରାମ ଜେନା): ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ କଞ୍ଚଣା ପଞ୍ଚାୟତ ରେ ବିଜେପି ର ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି। ଏ ଅବସରରେ ସ୍ବର୍ଗତ ଜୟ ସେନ୍ ଙ୍କ ଭାଇ ଚିତ୍ରସେନ ଘୋଷ, ଯେ କି ଜଣେ ଯୁବ ପ୍ରତିଭା ସମାଜସେବୀ ତଥା…

ବିଜେଡି ଛାଡି ବିଜେପିରେ ସାମିଲ ହେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ

ଭୁବନେଶ୍ୱର, ତା.୨୩/୦୪: ମୋ ପାଖରେ ଟଙ୍କା ନାହିଁ କି ଖଣି, ଖାଦାନ ଓ ଇଣ୍ଡଷ୍ଟ୍ରି ନାହିଁ । ଏଥିଲାଗି ମୁଁ ନିର୍ବାଚନ ଟିକେଟ୍‌ରୁ ବାଦ୍ ପଡିଲି । ବିଜେଡି ପାଇଁ ୧୦ବର୍ଷ କାମ କଲି, କିନ୍ତୁ ମୋର ପରିଶ୍ରମକୁ ସେମାନେ ଟଙ୍କାରେ ତଉଲିଲେ । ଦଳମତ ନିର୍ଭିଶେଷରେ ଲୋକଙ୍କ ପାଇଁ କାର୍ଯ୍ୟ କରେ ।…

ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା ): ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମତ ଦାନ ହାର ବୃଦ୍ଧି କରିବା ନେଇ ସୁନ୍ଦରଗଡ଼ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଚାଲି ଅଛି ଭୋଟର ସଚେତନତା କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ରେ ଆଜି ଟାଂଗରପାଲି ବ୍ଲକ ପରିସର ରେ ବ୍ଲକ ବୁଥ ସ୍ତରୀୟ ଅଧିକାରୀ…

ପ୍ରାର୍ଥୀପତ୍ର ଦାଖଲ କଲେ ସତ୍ଯଜିତ୍ ।

ଆସିଲେନି ଜିଲ୍ଲା ସଭାପତି ପ୍ରଚାର ମଙ୍ଗ ଧରିଲେ ଶିବ ଗୌଡ ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡ଼ା ଜିଲ୍ଲା ଗୁଣପୁର ନିର୍ବାଚନ ମଣ୍ଡଳୀ ରେ ଆଜି କଂଗ୍ରେସ ପ୍ରାର୍ଥୀ ଯୁବ ନେତା ସତ୍ୟଜିତ ଗମାଙ୍ଗ ହଜାର ହଜାର ସମର୍ଥ କ ଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିବା…

ବାଇକ-ପିକ୍ ଅପ୍ ମୁହାଁମୁହିଁ ଧକ୍କା: ଜଣେମୃତ, ଜଣେ ଗୁରୁତର ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ: - ବିଜୁ ଏକ୍ସପ୍ରେସ ଓ୍ବେ ଅମଲିପାଲି ଛକ ନିକଟରେ ପିକଅପ୍ ଓ ବାଇକ ମୁହାଁମୁହି ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଜମଲା ଗ୍ରାମର ଶ୍ରୀରାମ ମେହେର ଓ ତାଙ୍କ ପୁଅ ଆକାଶ ମେହେର ପଦ୍ମପୁର ରୁ ଜମଲା ନିଜ ଘରକୁ ଫେରିବା ବେଳେ ଅମଲିପାଲି ଛକ…

ବିଧାୟକ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟରେ ରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ମିଶିଲେ ବହୁ ବିଜେପି କର୍ମୀ l

 (ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ମାହାଙ୍ଗା ନିର୍ବାଚନ ମଣ୍ଡଳୀ କୁଆଁପାଳ ସ୍ଥିତ ଅଳିଯୋଡ଼ା ସ୍ଥିତ ବାସଭବନରେ ବିଜେଡ଼ିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ଏବଂ ପୂର୍ବତନ ମନ୍ତ୍ରୀ ତଥା…

ବିଜେଡି ସରକାରର ୨୫ ବର୍ଷର ଅପାରଗତା ବିରୁଦ୍ଧରେ ଆସନ୍ତା କାଲି ଜାରୀ କରାଯିବ ଚାର୍ଜସିଟ୍‌: ସୁଜିତ୍ ଦାସ

ଭୁବନେଶ୍ୱର, ତା.୨୩/୦୪: ଦୀର୍ଘ ୨୫ ବର୍ଷ ଧରି କ୍ଷମତାରେ ଥିବା ଜନବିରୋଧୀ ବିଜେଡି ସରକାରର ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର, ଅଗଣତାନ୍ତ୍ରୀକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାରେ ଓଡିଶାବାସୀ ହନ୍ତସନ୍ତ ହେଉଛନ୍ତି । ପ୍ରତ୍ୟେକ ଦିନ ଓଡିଆ ଅସ୍ମିତା ଓ ସ୍ୱାଭୀମାନର ହତ୍ୟା କରାଯାଉଛି ।…

ରାଜ ନେତା ଓ ପ୍ରଶାସନ ଭୁଲି ଗଲେ ଚିତ୍ରକୋଟ ଗ୍ରାମବାସୀଙ୍କ ଦୁଃଖ।

:ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଞ୍ଚଳଗୁମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିତ୍ରକୋଟ ଗ୍ରାମବାସୀଙ୍କ ଦୁଃଖ ଭରା ଯାତାୟାତର କାହାଣୀ ନଦେଖିଲେ ବିସ୍ପାସ କରିବା ଏକଦମ ଅସମ୍ଭବ.ଉକ୍ତ ଚିତ୍ରକୋଟ ଗ୍ରାମର ମୁଖ୍ୟ ଆର. ଡ଼ି ରାସ୍ତା ଚର୍ଚ୍ ଛକ ଠାରୁ ସ୍କୁଲ୍…