ଗୁଣପୁର ନିର୍ବାଚନ ମଣ୍ଡଳୀରେ ଜମିଛି ବିଜେଡିର ନିର୍ବାଚନ ପ୍ରଚାର

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ସୁଧୀର କୁମାର ଦାଶ ଓ ରାୟଗଡା ଜିଲ୍ଲା ବିଜେଡି ସଭାପତି ଏନ ଭାସ୍କର ରାଓଙ୍କ ନିର୍ଦେଶରେ ଗୁଣପୁର ନିର୍ବାଚନ ମଣ୍ଡଳୀରେ ଜମିଛି ବିଜେଡିର ନିର୍ବାଚନ ପ୍ରଚାର। ଗାଁରୁ ସହର ଏବଂ ପଞ୍ଚାୟତରୁ ପଞ୍ଚାୟତକୁ ବୁଲି ବିଜେଡି…

ଆନ୍ତର୍ଜାତୀୟ ଶ୍ରମିକ ଦିବସ ଗୁଣପୁର ଠାରେ ପାଳନ

ଗୁଣପୁର:ଗୁଣପୁର ମୋଟର କର୍ମଚାରୀ ସଂଘ ତରଫରୁ ୧୩୮ ତମ ବିଶ୍ୱ ଶ୍ରମିକ ଦିବସ ପାଳନ ଅବସରରେ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରେ ପତାକା ଉତ୍ତୋଳନ କରିବା ସହ ବାଇପାସ୍ ଛକ ଠାରେ କମ୍ରେଡ୍ ନାଗଭୂଷଣଙ୍କ ପ୍ରତିମୂର୍ତ୍ତି ରେ ମୋଟର କର୍ମଚାରୀ ସଂଘ ର ସଭାପତି ଫଣୀଭୁଷଣ ପଟ୍ଟନାୟକ ପୁଷ୍ପମାଲ୍ୟାପଣ କରିବା…

ରଣପୁର ପାଇଁ ସି.ପି.ଆଇ.(ଏମ୍)ର ପ୍ରାର୍ଥୀପତ୍ର ଦାଖଲ

ନୟାଗଡ଼,(ବିଶ୍ୱଜିତ ନାୟକ):ଶ୍ରମିକ ଦିବସ ଅବସରରେ ମଇ ପହିଲାଦିନ ରଣପୁର ନିର୍ବାଚନମଣ୍ଡଳୀ ପାଇଁ ସି.ପି.ଆଇ.(ଏମ୍) ପକ୍ଷରୁ ଯୁବ ସଙ୍ଗଠନ ଡି. ୱାଇ.ଏଫ୍.ଆଇ.ର ରାଜ୍ୟ ସଭାପତି ସରୋଜ କୁମାର ନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଶତାଧିକ କର୍ମୀଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ କମ୍ରେଡ୍ ସରୋଜ…

ଏକ୍ସସରଭିସ୍ ମେନ୍ ଙ୍କ ଜଳଛତ୍ର।

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା):  ବୈଶାଖ ମାସରେ ସୂର୍ଯ୍ୟ ଙ୍କର ପ୍ରଚଣ୍ଡ ତେଜରେ ଖଲ୍ଲିକୋଟ ସିଝୁଛି । ବର୍ତ୍ତମାନ ଖଲ୍ଲିକୋଟ ରେ ଜଳକ୍ଳିଷ୍ଟ ର ସମସ୍ୟା ଦେଖାଦେଇଛି। ଏପରି ପ୍ରେକ୍ଷି ରେ କହିବାକୁ ଗଲେ ଖଲ୍ଲିକୋଟ ଏବେ ପାଲଟିଛି ନାଉରୀ ବିହୀନ ନୌକା, ମୁକୁଟ ଵିହିନ ରାଜା। ସବୁ…

ନର୍ଲାରେ ଶିକ୍ଷାବିତ୍ ଶିବରାମ ଙ୍କ ପ୍ରତି ବଢୁଛି ସମର୍ଥନ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ପାର୍ଟି. ଯାହାକି ନେତାଜୀ ସୁବାଷ ଚନ୍ଦ୍ରଙ୍କ ପାର୍ଟି ଏବଂ ଏହାର ଚିହ୍ନ ସିଂହ (lion). ଏଥିରେ ରେ ପ୍ରତିଦ୍ବନ୍ଦିତା କରୁଥିବା ଡା.ଶ୍ରୀଯୁକ୍ତ ଶିବରାମ ନାଏକ ଙ୍କ ଧୀରେ…

ଦଶାହ କାର୍ଯ୍ୟରେ ଯୋଗ ଦେଇ ଫେରିବା ସମୟରେ ଅଘଟଣ, ବାଇକ୍ ଦୁର୍ଘଟଣା ରେ ବୃଦ୍ଧା ଗୁରୁତର

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୧/୦୫/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ହାଇସ୍କୁଲ ରୋଡ ରେ ଆଜି ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ବୃଦ୍ଧା ଜଣକ ସଦର ଡଙ୍ଗରିଗୁଡ଼ା ର ତୁଳସା ବିନ୍ଧାଣି (୬୫) ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ…

ଗଞ୍ଜାମବାସୀ ଠକମାନଙ୍କୁ ଜେଲ ପଠେଇବେ, ସଂସଦ ନୁହେଁ : ପାଣ୍ଡିଆନ

ଛତ୍ରପୁରରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର "ମୋ ଝିଅର ଜନ୍ମ ମାଟି ହେଉଛି, ଛତ୍ରପୁର, ମା ତାରା ତାରିଣି ଙ୍କ ଆଶୀର୍ବାଦରୁ ସେ ଜନ୍ମ ହୋଇଛି" "ଥରେ କ୍ଷମତାକୁ ଆସିଲେ ଡବଲ ଇଞ୍ଜିନ ରାଜ୍ୟକୁ ୨୦ ବର୍ଷ ପଛକୁ ନେଇଯିବ | ହିମାଚଳରେ ଡବଲ ଇଞ୍ଜିନ ବନ୍ଦ ହେଇଗଲାଣି, ଛତିଶଗଡ଼ ଓ ରାଜସ୍ଥାନରେ ଏପଟ…

ବିଜେଡ଼ିରେ ଯୋଗ ଦେଲେ କଂଗ୍ରେସ ନେତା ବିରେନ ସେନାପତି, ବାପି ଖଟେଇ ଓ ବିଜେପି ନେତା ଅମୀୟ ଦାଶ

ଭୁବନେଶ୍ୱର,: ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି ରାଉରକେଲାର କଂଗ୍ରେସ ନେତା ବିରେନ ସେନାପତି, ସାଲେପୁର ର ଯୁବ କଂଗ୍ରେସ ନେତା ବିଶ୍ଵରଞ୍ଜନ(ବାପି) ଖଟେଇ ଓ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅମୀୟ ଦାଶ | ସୁନ୍ଦରଗଡ ଜିଲ୍ଲା ରାଉରକେଲା ନିର୍ବାଚନମଣ୍ଡଳୀର ୨୦୧୯ ନିର୍ବାଚନର…

ଚମ୍ପୁଆରେ ନିର୍ବାଚନୀ ଉଷ୍ମତା: ବିଜେଡି ଓ ବିଜେପିର ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଚମ୍ପୁଆ (ଶାସକ ପ୍ରଶାସକ) ଓଡ଼ିଶାର ଖଣି ସମୃଦ୍ଧ ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେଡି ପ୍ରାର୍ଥୀ ସନାତନ ମହାକୁଡ଼ ଓ ବିଜେପି ପ୍ରାର୍ଥୀ ମୁରଲୀ ମନୋହର ଶର୍ମା ନାମାଙ୍କନ ପତ୍ର…

କୈଳାସ ପରିଡା ବିଜେଡିରୁ ନିଲମ୍ବିତ

ପୁରୀ/ଅନିମେଷ ପଟ୍ଟନାୟକ : ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଯୁବନେତା ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ସଭ୍ୟ କୈଳାସ ପରିଡା ବିଜୁ ଜନତା ଦଳରୁ ନିଲଂବିତ ହୋଇଛନ୍ତି ବୋଲି ଦଳ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି | ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ…