ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟନାୟକଙ୍କ ନାମାଙ୍କନ ଦାଖଲ ଶୋଭାଯାତ୍ରା ନିମନ୍ତେ ପୁରୀ ବଡଦାଣ୍ଡ ଲୋକାରଣ୍ୟ
ପୁରୀ: ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟନାୟକ ଆଜି ନିଜର ନାମାଙ୍କନ ଦାଖଲ ନିମନ୍ତେ ସପରିବାର ପୁରୀ ଜଗନ୍ନାଥ ମନ୍ଦିର ରୁ ପ୍ରଭୁ ଶ୍ରୀ ଜଗନାଥ ଙ୍କ ଆଶୀର୍ବାଦ ଭିକ୍ଷା କରି ପିପିଲି ପହଞ୍ଚିଥିଲେ ଓ ପ୍ରବାଦ ପୁରୁଷ ବିଜୁ ପଟନାୟକ ଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରି ବିଜୁ ଜନତା ଦଳ…