୨୪ ବର୍ଷ ପରେ ଓଡ଼ିଶାରେ ହେବ ବିଜେପି ସରକାର – ଧର୍ମେନ୍ଦ୍ର ପ୍ରଧାନ
ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
• କାମାକ୍ଷାନଗର, ଆଠମଲ୍ଲିକ ଓ କୁଚିଣ୍ଡାରେ ଦଳୀୟ ପ୍ରାର୍ଥୀଙ୍କ ଶୋଭାଯାତ୍ରାରେ ହେଲେ ସାମିଲ
• ଏଥର ନିର୍ବାଚନରେ ଲୋକମାନେ ବିଜେଡିକୁ ହଟାଇ ବିଜେପିର ସରକାର କରିବେ
• ପ୍ରଧାନମନ୍ତ୍ରୀଙ୍କ…