ସାହିତ୍ୟ କୌଣସି ଅଞ୍ଚଳ ଭିତରେ ସୀମାବଦ୍ଧ ନୁହେଁ – ଜ୍ଞାନ ହୋତା
ଆମ ସାହିତ୍ୟ ପରିବାର, ବ୍ୟାସନଗରର ରାଜ୍ୟସ୍ତରୀୟ ସାହିତ୍ୟ ମହୋତ୍ସବ -୨୦୨୪ ଅନୁଷ୍ଠିତ
ଭୁବନେଶ୍ୱର-ଶନିବାର ପୂର୍ବାହ୍ନରେ ଜୟଦେବ ଭବନ ପରିସରରେ"ଆମ ସାହିତ୍ୟ ପରିବାର, ବ୍ୟାସନଗର'ର ରାଜ୍ୟସ୍ତରୀୟ ସାହିତ୍ୟ ମହୋତ୍ସବ-୨୦୨୪ ଅନୁଷ୍ଠିତ ହୋଇଯାଇଛିା ଏହି ଭବ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ…