ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ: ଗନ୍ତବ୍ୟ ମତଦାନ କେନ୍ଦ୍ରକୁ ଗଲେ ୨୭୬ ଟି ପୋଲିଂ ପାର୍ଟି

 https://youtu.be/vtzGcY6nZB0 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ଠାରୁ ଆଜି (ରବିବାର ଦିନ) ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଭିନ୍ନ ମତଦାନ…

13 ତାରିଖରେ ମାହାଙ୍ଗା ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କ ପ୍ରାର୍ଥୀ ପତ୍ର ଦାଖଲ

 (ମାହାଙ୍ଗା -ଶାସକ ପ୍ରଶାସକ) ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପରୀପ୍ରେକ୍ଷୀରେ ମାହାଙ୍ଗା ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପୁତ୍ର ଅଙ୍କିତ ପ୍ରତାପ ଜେନା ଙ୍କ ନୋମିନେସନ ଦାଖଲ ରହିଥିବାରୁ ସମସ୍ତ ବିଜେଡି କର୍ମୀଙ୍କ ମହଲରେ…

ଚକା ଫାଟି ଓଲଟିଲା କାର୍ ; ଦୁଇ ମୃତ ତିନି ଆହତ

ଭଞ୍ଜନଗର\ଉଦୟନାଥ ପଣ୍ଡା: ଭଞ୍ଜନଗର ଥାନା ଅଧୀନ ଫୁଲବାଣୀ ମୁଖ୍ୟ ରାସ୍ତାର ବୁଦୁଲି ଓ ମୁଜାଗଡ ମଧ୍ୟରେ ରବିବାର ୧୨ ତାରିଖ ୨୦୨୪ ଅପରାହ୍ନ ସମୟରେ ଏକ କାର୍ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଗାଡିରେ ଥିବା ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି। ମୃତକ ମାନେ ହେଲେ ବେଲଗୁଣ୍ଠା…

ଆଇସିଏଆଇ ଭୁବନେଶ୍ୱର ଶାଖା ଆନୁକୂଲ୍ୟରେ କର୍ପୋରେଟ ମିଟର ପ୍ରଥମ ସଂସ୍କରଣ

ଭୁବନେଶ୍ୱର : ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ଭୁବନେଶ୍ୱର ଶାଖା ଆନୁକୂଲ୍ୟରେ ହୋଟେଲ ମେଫେୟାର ଠାରେ ଏହାର କର୍ପୋରେଟ ମିଟର ପ୍ରଥମ ସଂସ୍କରଣ ଆୟୋଜିତ ହୋଇଯାଇଛି |ଭୁବନେଶ୍ୱର ଶାଖା ତରଫରୁ ଅଧ୍ୟକ୍ଷା ସିଏ ଜାହ୍ନବୀ ଦେଓ ସ୍ୱାଗତ ଭାଷଣ ଦେବା ସହ…

ୟୁନାଇଟେଡ଼ କ୍ଳବ୍ ୯୯-ବଣିକ ଓଡ଼ିଶାର ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

୩୨ ୟୁନିଟ ରକ୍ତ ସଂଗ୍ରହ, ସୃଷ୍ଟି ହେଲେ ୧୧ ଜଣ ନୁଆ ରକ୍ତଦାତା । ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ଗ୍ରୀଷ୍ମ ଋତୁରେ ବିଭିନ୍ନ ରକ୍ତ ଭଣ୍ଡାରରେ ହେଉଥିବା ରକ୍ତର ଅଭାବକୁ ପରିଲକ୍ଷିତ କରି ଆଜି ବେଲଗୁଣ୍ଠାର ୧୯୯୯ ଦଶମ ଶ୍ରେଣୀ ବ୍ୟାଚ୍ ତଥା ୟୁନାଇଟେଡ଼ କ୍ଳବ୍ ୯୯,ବଣିକ ସଂଘ ବେଲଗୁଣ୍ଠା ଓ…

ମୁଖ୍ୟମନ୍ତ୍ରୀ ପଞ୍ଜୁରୀ ଭିତର ଶୁଆ, ଶିଖା ଯାଉଥିବା କଥା ସେ କହୁଛନ୍ତି -ଧର୍ମେନ୍ଦ୍ର ପ୍ରଧାନ

• ମୁଖ୍ୟମନ୍ତ୍ରୀ ଡିଏମକେର ଭାଷା କହୁଛନ୍ତି, ଓଡ଼ିଆ ଅସ୍ମିତା କଥା ସେ କେମିତି ବୁଝିବେ ? • ମୁଖ୍ୟମନ୍ତ୍ରୀଙ୍କ ପାଖରେ ୪ ଜଣ ଅଣ ଓଡ଼ିଆ ଗ୍ୟାଙ୍ଗ୍ ଅଛନ୍ତି, ଆଉଟସୋର୍ସ ନେତାଙ୍କୁ ଲୋକେ ପ୍ରତ୍ୟାଖାନ କରିବେ • ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ବଦଳରେ ଗାଳି…

ଆସନ୍ତା ୧୪ ତାରିଖରେ ଓଡ଼ିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ବିଶ୍ୱ ଶର୍ମା

ଭୁବନେଶ୍ୱର, ତା.୧୨/୦୫: “ବିକଶିତ ଭାରତ ବିକଶିତ ଓଡ଼ିଶା” ନିର୍ମାଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆଭିମୁଖ୍ୟ ସ୍ପଷ୍ଟ । ଓଡ଼ିଶା ଚାହୁଁଛି ଦୁଇଥର ପଦ୍ମ, ଦୁଇ ଗୁଣା ବିକାଶ । ୨୦୨୪ ସାଧାରଣ ନିର୍ବାଚନ ଓଡିଶା ପାଇଁ ପରିବର୍ତନର ନିର୍ବାଚନ ହେବ । ଓଡିଶାରେ ହେବ ବିଜେପିର ସରକାର ଓ…

ଅଶୋକ ପାଣିଗ୍ରାହୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର

ବରଗଡ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ |

ମୌଳିକ ସମସ୍ୟା କୁ ନେଇ ଭୋଟ ବର୍ଜନ ନିଷ୍ପତ୍ତି।

କଲ୍ୟାଣସିଂହପୁର:  ରାୟଗଡା ଜିଲ୍ଲା କଲନରା ବ୍ଳକ ଅନ୍ତର୍ଗତ ଗାଡି ଶେଷ ଖାଲ ପଞ୍ଚାୟତ ମାଉଡ଼ିଗୁଡା ଗାଁ ରେ ରାସ୍ତା ପିଇବା ପାଣି,ଆବାସ ଯୋଜନାର ସମସ୍ୟା କୁ ନେଇ ଭୋଟ ବର୍ଜ୍ଜନ ନିଷ୍ପତ୍ତି। ନିର୍ବାଚନ ସମୟରେ ନେତା,କୁଜି ନେତା ଆସି ପ୍ରତିଶୃତି ପରେ ପ୍ରତିଶ୍ରୁତି ଦିଅନ୍ତି।ନିର୍ବାଚନ ସାରିଗଲେ…