ମହୁଲପାଲି ରେ ବିଜେଡି କାର୍ଯ୍ୟାଳୟ ଉଦ୍ଘାଟନ କଲେ ଯୁବ ନେତା ଭୋଜରାଜ ସିଂ ବରିହା l

ପଦ୍ମପୁର :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହୁଲପାଲି ରେ ବିଜେଡି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି l ଯୁବ ନେତା ଭୋଜରାଜ ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ l ଏହି ଉଦ୍ଘାଟନୀ ଉତ୍ସବରେ ପଞ୍ଚାୟତ ସଭାପତି ଚୈତନ୍ୟ ମେହେର, ବିଜେଡ଼ି ନେତା ଧରମ ପାଢୀ ସୂରଜ…

ବିଜେପି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର: ଡବଲ ପଦ୍ମରେ ଭୋଟ ଦେବା ପାଇଁ ଆହ୍ୱାନ l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ଅଞ୍ଚଳର ବହୁ ପଞ୍ଚାୟତରେ ବିଜେପି ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ବିଶାଳ ବାଇକ ଶୋଭାଯାତ୍ରା ମାଧ୍ୟମରେ ନିର୍ବାଚନ ପ୍ରଚାର କରିଛି l ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳରୁ ହଜାର ହଜାର ସଂଖ୍ୟକ…

ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ସୋଆ ସମର୍ କ୍ୟାମ୍ପକୁ ଆହୁରି ବ୍ୟାପକ କରାଯିବ: ସୋଆ ଉପସଭାପତି

ସୋଅ। ସମର୍‌କ୍ୟାମ୍ପ ଉଦ୍‌ଯାପିତ ଭୁବନେଶ୍ୱର, ୧୫/୦୫ : ଗ୍ରୀଷ୍ମକାଳୀନ ଛୁଟି ସମୟରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ କ୍ରୀଡା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ହୋଇଥିବା ୧୦ ଦିନିଆ ସମର କ୍ୟାମ୍ପ ବୁଧବାର ଉଦ୍‌ଯାପିତ ହୋଇଯାଇଛି…

ବିରୋଧୀ ଦଳ ମିଛ କଥା କହୁଛନ୍ତି, କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ

https://youtu.be/5zQjUqx0vJA ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ପ୍ରବଳ ଖରାରେ ବିପୁଳ ଉପସ୍ଥିତି ଯୋଗୁଁ ଧନ୍ୟବାଦ୍‍ ଜଣାଇଲେ ମୁଖ୍ୟମନ୍ତ୍ରୀ ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ, ବିଜୁ ଜନତା ଦଳ ସରକାର ମାଗଣାରେ ବିଜୁଳି ଦେବେ, ଆପଣମାନେ ଖୁସି ତ ?   ବିଭିନ୍ନ ଜନ…

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ବିଜେଡି ପ୍ରାୟୋଜିତ: ପିତାମ୍ବର ଆଚାର୍ଯ୍ୟ

 ବିଜେଡି ହାରିବା ଭୟରେ ରକ୍ତମୁଖା ସାଜି ବିଜେପି ଉପରେ ଆକ୍ରମଣ କରୁଛି  ଭିକେ ପାଣ୍ଡିଆନଙ୍କ ପ୍ରରୋଚନାରେ ବିଜେଡି ଓଡ଼ିଶାର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଉଛି  ଗୋସାଣି ନୂଆଗାଁ ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ ଏବଂ ଟାଉନଥାନା ଏଏସ୍‌ଆଇ ରାଜକିଶୋର ପାତ୍ରଙ୍କ…

ବିଜେପିର ପକ୍ଷରୁ ପ୍ରଚାର ଓ ମାରାଥନ ପଦଯାତ୍ରା

ଖଲ୍ଲିକୋଟ/ଶାସକ ପ୍ରଶାସକ/ ଶିବରାମ ଜେନା: ଖଲ୍ଲିକୋଟ ରେ ଦଳୀୟ ନେତା ମାନଙ୍କ ର ପ୍ରଚାର ଚାଲିଛି ବିଜେପି ର ମାରାଥନ ପଦଯାତ୍ରା। ବିଜେପି ପକ୍ଷରୁ ଖଲ୍ଲିକୋଟ ୧୧ ନମ୍ବର ଜୋନ୍ ରେ ପଦଯାତ୍ରା ହୋଇଥିଲା । ପଦଯାତ୍ରା ରେ ୧୧ଟି ପଞ୍ଚାୟତ କୁ ଯାଇଥିଲେ ବୋଲି ଚର୍ଚ୍ଚା ଚାଲିଛି। ସେଥି ମଧ୍ୟରୁ…

ସମ୍ ଫୁଲନଖରା କ୍ୟାମ୍ପସରେ ବିଶ୍ୱ ମାତୃ ଦିବସ ପାଳିତ

ଭୁବନେଶ୍ୱର: ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସରେ ସ୍ଥାନୀୟ ସେଂଟ ଜାଭିୟର୍ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଶ୍ୱ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସେଂଟ ଜାଭିୟର୍ ହାଇସ୍କୁଲର ଅଧ୍ୟକ୍ଷା ଶ୍ରୀମତି ରଶ୍ମିତା…

ଟାଇମ୍‍ସ ହାୟର ଏଜୁକେସନ୍‍ ୟଙ୍ଗ୍‍ ୟୁନିଭରସିଟି ରାଙ୍କିଙ୍ଗ

ବିଶ୍ୱ ରାଙ୍କ ୧୬୮ ସହ କିଟ୍‍ ୧୧ତମ ଶ୍ରେଷ୍ଠ ଭାରତୀୟ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର,୧୪ ।୫: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଟାଇମ୍‍ସ ହାୟର ଏଜୁକେସନ୍‍ ୟଙ୍ଗ୍‍ ୟୁନିଭରସିଟି ର‌୍ୟାଙ୍କିଙ୍ଗ୍‍ ଆଜି ପ୍ରକାଶ ପାଇଛି। ସମ୍ମାନଜନକ ଟାଇମ୍‍ସ ହାୟର ଏଜୁକେସନ୍‍ ୟଙ୍ଗ୍‍ ୟୁନିଭରସିଟି ରାଙ୍କିଙ୍ଗ…

ନିଜ ଘର ସମ୍ଭାଳି ନପାରି ବିଜେଡି ଉପରେ ଦୋଷ ଲଦୁଛିବିଜେପି: ବିଜେଡି

 ଟିକେଟ ବଣ୍ଟନ ରାଗରୁମୁହାଁମୁହିଁ ପ୍ରଦୀପ ପାଣିଗ୍ରାହୀ ଓ ଶିବଶଙ୍କର ଦାସ  ବିଜେଡିଉପରେ ଦୋଷ ଲଦି ଲୋକହସା ହୋଇଛନ୍ତି ପିତାମ୍ବର ଆଚାର୍ଯ୍ୟ ଭୁବନେଶ୍ୱର, ୧୪/୦୫/୨୦୨୪:ନିଜ ଘର ସମ୍ଭାଳିନପାରି ପର ଉପରେ ଦୋଷ ଲଦିବାଓଡିଶାବିଜେପିର ଏକ ଅଭ୍ୟାସରେ ପରିଣତହେଲାଣି ।ବ୍ରହ୍ମପୁରରେ…

ଦେବଗଡ଼ ମୋର ଘର ପରି, ପରିବାର ପାଇଁ ମୁଁ କ’ଣ କରିଛି ତାହା ଲୋକେ ଜାଣିଛନ୍ତି, ଏଥିପାଇଁ ଗୁମାସ୍ତା ଓ କ୍ରୀତଦାସଙ୍କ…

ଦେବଗଡ କଣ୍ଢଳରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର ଓଡ଼ିଶାରେ ପରିବର୍ତ୍ତନ ଓ ନୂଆ ସରକାର କରିବା ପାଇଁ ଭୋଟ୍ ଦେବା - ଧର୍ମେନ୍ଦ୍ର ପ୍ରଧାନ • ଦେବଗଡ ଏବଂ ଓଡ଼ିଶାର ବିକାଶ ପାଇଁ ମୁଁ ମିସ୍ତ୍ରି ହେବାକୁ ରାଜି ଅଛି • ବ୍ରାହ୍ମଣୀ ନଦୀ ଅବବାହିକାରେ ଥିବା ଦେବଗଡ଼ରେ ଜମିକୁ…