ଅବସରପ୍ରାପ୍ତ ବାୟୁସେନା କର୍ମଚାରୀଙ୍କ ପରଲୋକ
ବେଲଗୁଣ୍ଠା, 20/9: -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ୍ ଗୋବରା ନିକଟସ୍ଥ ବାସୁଦେବପୁର ଗ୍ରାମର ଅବସରପ୍ରାପ୍ତ ଭାରତୀୟ ବାୟୁ ସେନା କର୍ମଚାରୀ ଅଜୟ କୁମାର ଶତପଥୀ (୭୩)ଙ୍କ ଶନିବାର ସକାଳ ପ୍ରାୟ ୬ଟା ସମୟରେ ପରଲୋକ ଘଟିଛି। ସେ ଜଣେ ଧର୍ମପରାୟଣ, ପରୋପକାରୀ ଓ ମିଷ୍ଟଭାଷୀ ବ୍ୟକ୍ତି!-->!-->!-->…