ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା କଟକ-ପାରାଦୀପ ଏବଂ ପାରାଦୀପ-ହରିଦାସପୁର ରେଳ ମାର୍ଗ ନୀରିକ୍ଷଣ
● ପାରାଦୀପ ଅଞ୍ଚଳରେ ରେଳପଥ ଟ୍ରାଫିକ୍ ସୁବିଧା ସମୀକ୍ଷା | ● ରେଳ ସାଇଡିଙ୍ଗ, ରେଳବାଇର ବିଭିନ୍ନ ଭିତ୍ତିଭୂମି ଏବଂ ଟ୍ରାଫିକ୍ ସମ୍ବନ୍ଧୀୟ କାର୍ଯ୍ୟ ନୀରିକ୍ଷଣ |
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ବର ଫୁଙ୍କୱାଲ ଆଜି ରେଳପଥର ବରିଷ୍ଠ ଅଧିକାରୀମାନଙ୍କ ସହିତ ପାରାଦୀପ ଗସ୍ତରେ…