ହରିଦାସପୁର-ପାରାଦୀପ ରେଳ ଲାଇନର ଦୋହରୀକରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ
ପରିବହନ ବ୍ୟବସ୍ଥା ସହଜ ହେବା ସହ ଅର୍ଥନୀତି ସୁଦୃଢ଼ ହେବ– ଧର୍ମେନ୍ଦ୍ର ପ୍ରଧାନ
• ଓଡ଼ିଶାର ବିକାଶ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ
• ୨୫୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ୭୪ କିଲୋମିଟର ଦୀର୍ଘ ରେଳ ପଥ
• ପ୍ରଧାନମନ୍ତ୍ରୀଙ୍କ…