ପ୍ରକୃତି ଓ ପରିବେଶର ସୁରକ୍ଷା ଆଗାମୀ ଦିନର ଜୀବନ ରକ୍ଷା

ଓଡ଼ଗାଁ,୩।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳ ପଥରା ଛକ ନିକଟସ୍ଥ ମମତା ଡ୍ରାଗନ ଫଳବଗୀଚା ପରିସରରେ ପରିବେଶ ପ୍ରେମୀ ସମନ୍ୱୟ ସମିତି ନୟାଗଡ଼ ଆନୁକୂଲ୍ୟରେ ବୁଧବାର ୭୫ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଅବସରପ୍ରାପ୍ତ ବନସଂରକ୍ଷକଙ୍କ ସୁରେଶ ଚନ୍ଦ୍ର…

ଜଷ୍ଟିସ ବି.ଆର. ଷଡ଼ଙ୍ଗୀ ଝାଡ଼ଖଣ୍ଡ ମୁଖ୍ୟ ବିଚାରପତି

ଓଡ଼ଗାଁ ୩।୭(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ଡ.ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରେ ଯୋଗଦେବା ନିମନ୍ତେ ଆଜି କେନ୍ଦ୍ର ସରକାରଙ୍କ ଆଇନ୍ ମନ୍ତ୍ରଣାଳୟ ଦ୍ଵାରା ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଖବର…

ବେଲଗୁଣ୍ଠା ପଂଚାୟତ ସମିତି ବୈଠକ ;

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିବା ବେଳେ…

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ବନ ବିଭାଗ ପକ୍ଷରୁ ବନ ମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପାରଳାଖେମୁଣ୍ଡି ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବନ ବିଭାଗ ସହଯୋଗରେ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ…

ଏମିତି ବି ଦୁଃଖ ଆସେ

ବାସୁଦେବପୁର - ଯେବେ ଆସେ ସେ ସମୟ ରେ କଥା ବର୍ଣ୍ଣନା କରିବା ହୁଏତ କଷ୍ଟ ସାଧ୍ୟ। ଏମିତି ଏକ କାହାଣୀ ଯାହା କହିବା ବେଳେ ଆଖିରେ ଆସି ଯାଉଛି ଅଜସ୍ର ଅଶ୍ରୁ। ପିଲାଟି ଜନ୍ମ ହୋଇ ନ ଥିଲା ଆଉ କିଛି ଦିନ ଥିଲା ସଂସାର କୁ ଆସିବାକୁ, ହେଲେ ଦଇବ ସାଜିଲା ଦାଉ, ଦୁନିଆ ଦେଖିବା ପୂର୍ବରୁ ତା ବାପା କୁ…

୭୫ ତମ ଜିଲାସ୍ତରୀୟ ବନ ମହୋତ୍ସବ ୨୦୨୪ ପାଳିତ

ଜଗତସିଂହପୁର,ତା-୦୩.୦୭.୨୦୨୪/ସୁମନ୍ତ କୁମାର ଦାସ:ଆଜି କଟକ ବନଖଣ୍ଡ ତଥା ଜଗତସିଂହପୁର ବନାଞ୍ଚଳ ଏବଂ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ୭୫ ତମ ଜିଲାସ୍ତରୀୟ ବନ ମହୋତ୍ସବ ୨୦୨୪, ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି…

ବିଭତ୍ସ ହତ୍ୟାକାଣ୍ଡର ପର୍ଦାଫାଶ,କଲା ଜଗନ୍ନାଥ ପ୍ରସାଦ ପୋଲିସ୍

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଧାଫାଶ କଲା ଗଞ୍ଜାମ୍ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ଜଗନ୍ନାଥ୍ ପ୍ରସାଦ ପୋଲିସ୍ । ଲୋମ ଟାଙ୍କୁରା ହତ୍ୟାକାଣ୍ଡର ଅଭିଯୁକ୍ତକୁ ଗିରଫ କରିଲା ପୋଲିସ୍ । ପୁତୁରାର ରକ୍ତରେ ରକ୍ତ ରଞ୍ଜିତ ହେଲା ସମ୍ପର୍କୀୟ ଦାଦା ।…

ବେଲଗୁଣ୍ଠା ମହାଦେବ ଜୁଏଲର୍ସରୁ କଳାକନା ବୁଲାଇଲେ ଦୁର୍ବୃତ୍ତ ;

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବାଙ୍କ ବଜାର ଟାଉନହଲ ନିକଟସ୍ଥ ମହାଦେବ ଜୁଏଲର୍ସରୁ ଦୁର୍ବୃତ୍ତ ମାନେ ସୁନା, ରୂପା ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି I ସୂଚନା ପ୍ରକାରେ ପ୍ରତିଦିନ ଭଳି ମଙ୍ଗଳବାର ରାତିରେ ଜୁଏଲର୍ସ ମାଲିକ ଡି ସଂଗ୍ରାମ କେଶରୀ ବିନ୍ଧାଣୀରା ଦୋକାନ ବନ୍ଦ…

ଜାତୀୟ ଡାକ୍ତର ଦିବସ ରେ ମେଡିକାଲ ଇଣ୍ଡଷ୍ଟ୍ରିରେ ପ୍ରଗତିଶୀଳ ଟେକ୍ନୋଲୋଜି ଉପରେ ଇଣ୍ଟରାକ୍ଟିଭ୍ ଅଧିବେଶନ

ରାଉରକେଲା,(ବସନ୍ତ କୁମାର ଜେନା ): ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା ସ୍ଥାନୀୟ କେନ୍ଦ୍ର ଦ୍ୱାରା “ଡେଣା ଏବଂ ଷ୍ଟେଥୋସ୍କୋପ୍: ହୋଲର୍ସ ଅଫ୍ ହୋପ୍, ହେଲିଙ୍ଗ୍ ହ୍ୟାଣ୍ଡସ୍, କେରିଙ୍ଗ୍ ହାର୍ଟସ୍” ଉପରେ ଏକ ବୈଜ୍ଞାନିକ କାଗଜ ସମାବେଶ ଆୟୋଜିତ ହୋଇଥିଲା। ଏହି ସଭାର…

ଭାରତର ନୂତନ ଆଇନ ସମ୍ପର୍କରେ ଆମ ପୁଲିସ ର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା,(ବସନ୍ତ କୁମାର ଜେନା): ସେକ୍ଟର ୧୯ ଥାନା ଆମ ପୁଲିସ ପକ୍ଷରୁ  ଭାରତର ନୂତନ ଆଇନ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଥାନା ପ୍ରଭାରୀ ସାଇପ୍ରଭା ରାଉତ ଙ୍କ ଆବାହକତ୍ଵରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମ ରେ ଡିଏସପି ପୁଷ୍ପାଞ୍ଜଳି…