ଟାଇ ଭୁବନେଶ୍ୱର ପକ୍ଷରୁ ‘ଏକ ସମୃଦ୍ଧ ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହନ’ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, ୧୨ ଜୁଲାଇ ୨୦୨୪: ଟାଇ (ଟିଆଇଇ) ଭୁବନେଶ୍ୱର ପକ୍ଷରୁ ଆଜି ଓଡିଶାର ବ୍ୟବସାୟ ପରିଦୃଶ୍ୟକୁ ଉନ୍ନତ କରିବା ଲକ୍ଷ୍ୟରେ ‘ଫଷ୍ଟରିଙ୍ଗ୍ ଏ ଥ୍ରାଇଭିଂ ଏଂଟ୍ରପ୍ରେନ୍ୟୋରିଆଲ ଇକୋସିଷ୍ଟମ” ବା “ଏକ ସମୃଦ୍ଧ ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହନ” ନାମକ ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମର ଆୟୋଜନ…