ଓଡ଼ିଶାର ଯୁବ ଚେସ୍ ପ୍ରତିଭାଙ୍କ ପାଇଁ ପ୍ରୋଚେସ୍ ପ୍ରଶିକ୍ଷଣ ଏକାଡେମୀ ପାଲଟିଛି ଆଶାର କିରଣ: ପ୍ରମୁଖ ଶାସନ ସଚିବ ଶ୍ରୀ…

ଭୁବନେଶ୍ୱର:କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଆଜି ପ୍ରୋଚେସ୍ ପ୍ରଶିକ୍ଷଣ ଏକାଡେମୀ(ପ୍ରୋଚେଷ୍ଟା)ର ପ୍ରତିଷ୍ଠା ଦିବସ ଓ ଅନ୍ତର୍ଜାତୀୟ ଚେସ୍ ଦିବସ ଅବସରରେ ଏକ ପାଠାଗାର ଉଦ୍ଘାଟନ କରିଛନ୍ତିା ଏହି ପ୍ରତିଷ୍ଠା ସମାରୋହରେ ଶ୍ରୀ ଶର୍ମା ମୁଖ୍ୟ…

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗର ୬୫ତମ ପ୍ରତିଷ୍ଠା ଦିବସ ପାଳନ

ଛାତ୍ର ଜୀବନର ସ୍ମୃତିଚାରଣ କଲେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଓ ମନ୍ତ୍ରୀ ଡ. ମହାଲିଙ୍ଗ ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ୬୫ତମ ପ୍ରତିଷ୍ଠା ଦିବସ ବିଭାଗ ପରିସରରେ ପାଳିତ ହୋଇଯାଇଛିା ଏହି ଉତ୍ସବରେ ଅତିଥି ଭାବେ ଯୋଗଦେଇ ଆଇନ, ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ…

ଭଞ୍ଜନଗର ଜୟ ଶ୍ରୀ ହନୁମାନ ସ୍ଵେଚ୍ଛାସେବୀ ସଂଗଠନ ର ୧୦୮ ଚାରା ରୋପଣ କାର୍ଯ୍ୟକ୍ରମ

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଦିନକୁ ଦିନ ଯେପରି ଭାବରେ ଜଳବାୟୁରେ ପରିବର୍ତ୍ତନ ଘଟି ବାୟୁମଣ୍ଡଳର ତାପମାତ୍ରା ବଢ଼ି ଚାଲିଛି ତାହା ମାନବ ସଭ୍ୟତା ପାଇଁ ସତର୍କ ଘଣ୍ଟି ନିଶ୍ଚୟ । ତେବେ ଏହି ସଂକଟରୁ ଉଦ୍ଧାର ପାଇବାକୁ ହେଲେ ଚାରା ରୋପଣ ଦ୍ଵାରା ବୃକ୍ଷର ଅଭିବୃଦ୍ଧି ହିଁ ଗୋଟିଏ ମାଧ୍ୟମ।…

ଵାଉଶଲୁଣ୍ଡି ଠାରେ କୁର୍ମି କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ବୈଠକ ଅନୁଷ୍ଠିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ନିଖିଳ ଉତ୍କଳ କୂର୍ମି କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ଏକ ବୈଠକ ଆଜି ବାଉଁଶଲୁଣ୍ଡି ଠାରେ ଅନୁଷ୍ଟିତ ହୋଇଯାଇଛି। ନିଖିଳ ଉତ୍କଳ କୂର୍ମି କ୍ଷତ୍ରିୟ ପ୍ରଦେଶ ସଂସ୍ଥା (ଓଡ଼ିଶା) ତରଫରୁ ବନ୍ଧୁ ମିଳନ ଓ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ , ଭଞ୍ଜନଗରସ୍ଥ ବାଉଁଶଲୁଣ୍ଡି…

ଗୁଣୁପୁର ପୋଲିସ ର ସଫଳତା, ବାଇକ ଚୋରି ଘଟଣାର ପର୍ଦ୍ଦାଫାସ ୨ ନାବାଳକ ସହ ମୁଖ୍ୟ ଅଭିଯୁକ୍ତ ଗିରଫ ୪ ବାଇକ ଜବତ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡା ଜିଲ୍ଲା ଗୁଣୁପୁର ସହର ରେ କିଛି ଦିନ ପୂର୍ବରୁ କିଛି ବାଇକ୍ ଚୋରି ଅଭିଯୋଗ ହୋଇଥିଲା। ଗୁଣୁପୁର ପୁଲିସ ଏହି ବାଇକ ଚୋରି ଘଟଣାର ପର୍ଦ୍ଦାଫାସ କରିଛି । ପୁଲିସର ସୂଚନା ଅନୁଯାୟୀ ଗୁଣୁପୁର ଆମ୍ବେଦକର ନଗର ର କୁନାଲ ମିଶାଲ ନାମକ ଜଣେ ଯୁବକ ଓ ଦୁଇ…

ବାଲିପାଟଣାରେ ରକ୍ତଦାନ ଶିବିର “ଅମୃତ ବିନ୍ଦୁ”: ୩୦ ୟୁନିଟ୍ ରକ୍ତ ସଂଗ୍ରହ

ଭୁବନେଶ୍ୱର: କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍ ପକ୍ଷରୁ ଆରମ୍ଭ ହୋଇଥିବା ରକ୍ତଦାନ ଅଭିଯାନ “ଅମୃତ ବିନ୍ଦୁ” ର ଦ୍ୱିତୀୟ ଶିବିର ବାଲିପାଟଣା ବ୍ଲକ୍ ସୋମଣା ଶାସନ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଅନୁଷ୍ଠିତ ହୋଇଥିଲା । ନିଜକୁ “ମୁଁ ବି ଜୀବନ ଦାତା” କହିବାର ସୁଯୋଗରେ ରକ୍ତଦାନ କରିବା ପାଇଁ…

ସ୍କୁଲ୍ ବସରେ ଅଗ୍ନି ନିରାପତ୍ତା ନିୟମର କଡ଼ା ଅନୁପାଳନ ପାଇଁ ନିର୍ଦ୍ଦେଶନାମା ଜାରି

 ନିୟମିତ ହେବ ଯାଞ୍ଚ, ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶୂନ୍ୟ ସହନଶୀଳତା ନୀତି  ସମସ୍ତ ଆରଟିଓଙ୍କୁ ପରିବହନ କମିସନରଙ୍କ ଚିଠି ଭୁବନେଶ୍ୱର: ସ୍କୁଲ ବସରେ ଅଗ୍ନି ନିରାପତ୍ତା ନିୟମ ପାଳନକୁ ସୁନିଶ୍ଚିତ କରିବା…

ଭାଙ୍ଗିଲା ପିସିସି, ହଟିଲେ ଶରତ : ତାରା ଧରିପାରନ୍ତି କଂଗ୍ରେସ

କଂଗ୍ରେସ ବିଧାୟକ ଦଳର ନେତା ହେଲେ ରାମଚନ୍ଦ୍ର କାଡ଼ାମ ଅଶୋକ ଦାସ ଉପନେତା ଓ ରାଜେନ ଏକା ମୁଖ୍ୟ ସଚେତକ ଭୁବନେଶ୍ୱର : ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ କଂଗ୍ରେସ କମିଟିକୁ ଭଙ୍ଗ କରାଯାଇଛି | ପିସିସି ସଭାପତି ଭାବେ ଶରତ ପଟ୍ଟନାୟକଙ୍କ କାର୍ଯ୍ୟକାଳରେ ପଡିଛି ପୂର୍ଣ୍ଣଛେଦ | ଖୁବ…

ସ୍ୱର୍ଗତ ବୀରେନ୍ଦ୍ର କୁମାର ଦାସଙ୍କ ଏକଦଶାହ ଦିବସ ଉପଲକ୍ଷେ ଭଜନ ସମାରୋହ ଅନୁଷ୍ଠିତ

https://youtu.be/ykMArglNX1w ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ସ୍ବର୍ଗତ ବୀରେନ୍ଦ୍ର କୁମାର ଦାସଙ୍କ ଏକଦଶାହ ଦିବସ ଉପଲକ୍ଷେ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆଜି ( ଶନିବାର ଦିନ)…

ୱାରେଣ୍ଟି ଗିରଫ ବେଳେ ପୋଲିସ କୁ ଆକ୍ରମଣ

ନୂଆପଡ଼ା ଜିଲ୍ଲା ରୁ କଲିମ୍ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା କୋମନା ଥାନା ବରକୋଟ ଗାଁରେ ଜଣେ ଓ୍ବାରେଣ୍ଟି କୁ ପୁଲିସ ଗିରଫ କରିବାକୁ ଯାଇ ପରିବାର ଲୋକଙ୍କ ଆକ୍ରମଣରେ ପୁଲିସ ଅଧିକାରୀ ଓ କର୍ମଚାରୀ ଲହୁ ଲୁହାଣ ହୋଇଥିଲେ। ଏଥିରେ ଜଣେ ଏସଆଇ, ଏଏସଆଇ ସମେତ ୮ ପୁଲିସ…