କଟନିଛଟନି ରହିତ ଧାନ ସଂଗ୍ରହ ଆମର ମୂଳ ଲକ୍ଷ୍ୟ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
-ପୁରୀ ଜିଲ୍ଲାରେ ଆସନ୍ତା 2 ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ
-ଧାନ କ୍ରୟ କେନ୍ଦ୍ରରେ CCTV ଲଗାଯିବା ପାଇଁ ବ୍ୟବସ୍ଥା
ଭୁବନେଶ୍ୱର: ଆଜି ପୁରୀ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି (ଖରିଫ ବିପଣନ ବର୍ଷ 2024-25)ର ବୈଠକରେ ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…