ବିଜେପୁର ବ୍ଲକ ବଲଣ୍ଡା ଗ୍ରାମ ରେ ଭିଜିଲାନ୍ସ ଚଢ଼ାଉ ।
ବିଜେପୁର /ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବଲଣ୍ଡା ଠାରେ ସୁବର୍ଣ୍ଣପୁର ସି ଏସ ଓ ସୁରେଶ କୁମାର ପାଣିଗ୍ରାହି ଙ୍କ ସମ୍ପର୍କୀୟ ଙ୍କ ବାସ ଭବନ ଠାରେ ବୁଧବାର ସକାଳ ୮ଟା ଯାଏଁ ଭିଜିଲାନ୍ସ ଚଢ଼ାଉ ହୋଇଥିବା ଜଣାପଡ଼ିଛି । ଏକକାଳୀନ ୧୧ଟି ସ୍ଥାନରେ ଭିଜିଲାନ୍ସ ଚଢାଉ…