ସମ୍ ହସ୍ପିଟାଲରେ ବିଶ୍ୱ ସିଓପିଡି ଦିବସ ପାଳିତ
ଭୁବନେଶ୍ୱର, ୨୦/ ୧୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ପଲ୍ମୋନାରୀ ମେଡିସନ୍ ବିଭାଗ ତରଫରୁ ବୁଧବାର ଦିନ ହସ୍ପିଟାଲ ପରିସରରେ ବିଶ୍ୱ ସିଓପିଡି ଦିବସ ପାଳନ କରାଯାଇଛି । ଚଳିତ ବର୍ଷର ଥିମ୍ ହେଉଛି ‘ନୋ ୟୋର୍ ଲଙ୍ଗ୍ସ୍…