ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସହ ଅନନ୍ୟ ସମ୍ପର୍କ ଅଛି: ଧର୍ମେନ୍ଦ୍ର ପ୍ରଧାନ

‘ଓଡ଼ିଶା ପର୍ବ -୨୦୨୪’ ର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଶା ଏକବିଂଶ ଶତାବ୍ଦୀରେ ନୂଆ ଉଚ୍ଚତାକୁ ଯିବ - ଧର୍ମେନ୍ଦ୍ର ପ୍ରଧାନ • ମୋଦୀ ସରକାରଙ୍କ ବିଗତ ୧୦ ବର୍ଷରେ ଓଡ଼ିଶା ସବୁଠୁ ବଡ ଲାଭାର୍ଥୀ…

ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ଏନସିସି ଦିବସ ପାଳିତ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ସ୍ଥିତ ଜବାହାର ଉଚ୍ଚ ବିଦ୍ୟାଳୟଠାରେ ରବିବାର ଏନସିସି ଦିବସ ପାଳିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମାଝୀଗୁଡା…

ଟାଇମ୍‍ସ ହାୟର ଏଜୁକେସନ୍‍ ଇଣ୍ଟରଡିସିପ୍ଲିନାରୀ ସାଇନ୍‍ସ ର‌୍ୟାଙ୍କିଙ୍ଗ୍‍ ୨୦୨୫

ରିସର୍ଚ୍ଚ ଇନପୁଟ୍‍ ବର୍ଗରେ ସମଗ୍ର ଭାରତରେ ୪ର୍ଥ ସ୍ଥାନରେ କିଟ୍‍ ଭୁବନେଶ୍ୱର, ୨୪ ।୧୧: ପ୍ରତିବର୍ଷ ପରି ଚଳିତବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ଇଣ୍ଟରଡିସିପ୍ଲିନାରୀ ସାଇନ୍‍ସ ର‌୍ୟାଙ୍କିଙ୍ଗ୍‍ ପ୍ରକାଶ ପାଇଛି । ଏହି ତାଲିକାରେ ଇଣ୍ଟରଡିସିପ୍ଲିନାରୀ ସାଇନ୍‍ସ ରିସର୍ଚ୍ଚ କ୍ଷେତ୍ରରେ…

ଜୁଆ ଆଡ୍ଡା ଉପରେ ଚଢ଼ଉ: 29 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ

ଭୁବନେଶ୍ୱର : ଆଜି ବିଳମ୍ବିତ ସନ୍ଧ୍ୟାରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ DIG( SWR)ଙ୍କ ତତ୍ତ୍ୱବଧାନରେ ଛତିଶଗଡ ସୀମା ନୂଆପଡା ଜିଲ୍ଲା ଜଙ୍କ ଥାନା ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଏକ ବଡ଼ ଧରଣର ଚଢ଼ଉ କରିଛି। ଚଢ଼ଉ ସମୟରେ ପୋଲିସ ଘଟଣାସ୍ଥଳରୁ 29…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପହ୍ମପୁର ର ଅଭିଭାବକ ବୈଠକ ଅନୁଷ୍ଠିତ ।

ପଦ୍ମପୁର:- ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁର ର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଭିଭାବକ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଶିକ୍ଷା ବିକାଶ ସମିତି,ବିହ୍ଵତ ପରିଷଦ ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ଯୋଗଦେଇ ଦ୍ବୀପ ପ୍ରଜ୍ବଳନ ପୂର୍ବକ ଶିଶୁମାନଙ୍କ…

ସୁନ୍ଦରଗଡରେ ‘ସୁଭଦ୍ରା’ ଯୋଜନାର ତୃତୀୟ ପର୍ଯ୍ୟାୟ:୫ ହଜାର ଟଙ୍କା ଲେଖାଏଁ ପାଇଲେ ୨୦ ଲକ୍ଷରୁ ଅଧିକ ମହିଳା

ତିନି ପର୍ଯ୍ୟାୟକୁ ମିଶାଇ ସମୁଦାୟ ୮୦ ଲକ୍ଷରୁ ଅଧିକ ମହିଳା ପାଇଲେ ‘ସୁଭଦ୍ରା’ ସହାୟତା, ଶିଳ୍ପ, କ୍ରୀଡା, ପର୍ଯ୍ୟଟନ, ସବୁ କ୍ଷେତ୍ରରେ ରେ ଓଡିଶାକୁ ସୁନ୍ଦରଗଡର ଅବଦାନ ଅତୁଳନୀୟ- ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ୧୨୦୧ କୋଟି ଟଙ୍କା ବିନିଯୋଗରେ…

ଶ୍ରୀ ସତ୍ୟ ସାଇବାବାଙ୍କ ୯୯ତମ ଜୟନ୍ତି ମହାସମାରୋହରେ ପାଳିତ ।

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଶ୍ରୀ ସତ୍ୟସାଇ ସେବା ସମିତି ତରଫ ରୁ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୯୯ତମ ଜୟନ୍ତି ମହାସମାରୋହରେ ପାଳିତ ହୋଇଯାଇଅଛି ।ଦୁଇ ଦିନ ଧରି ଏହି ମହୋତ୍ସବ ପାଳିତ ହୋଇଥିଲା ।୨୨ ତାରିଖ ଦିନ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଶତାଧିକ ଆଶ୍ରିତ ସ୍ୱାମୀଙ୍କୁ…

ନବରଙ୍ଗପୂର ଠାରେ ଜିଲ୍ଲା ସ୍ତରୀୟ ମତ୍ସ ଓ ପ୍ରାଣୀସମ୍ପଦ ମେଳା ଉଦ୍ଘାଟିତ

ନବରଙ୍ଗପୁର ତା ୨୪.୧୧.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ମାଝିଗୁଡ଼ା ପଡିଆ ଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା ଉଦ୍ଘାଟନ ହୋଇଯାଇଛି।ଜିଲ୍ଲାପାଳ ଡ଼ ଶୁଭଂକର ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ…

ଭଞ୍ଜନଗର କବିସମ୍ରାଟ ମହାବିଦ୍ୟାଳୟ ରେ ୭୬ ତମ ଏନ୍.ସି.ସି ଦିବସ ପାଳିତ

ଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ଆଜି ୨୪ ନଭେମ୍ବର ୨୦୨୪ ରବିବାର ଦିନ ଏନ୍ ସି ସି ଦିବସ ବା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ତନରଡା ସ୍ଥିତ ଅଷ୍ଟମ ସ୍ୱତନ୍ତ୍ର ଭାରତୀୟ…

ଦିଲ୍ଲୀ ରେ ନିଜମାଟିର ନା ରଖିଲେ ବିଜେପୁର କଳାକାର

 ବିଜେପୁର (ସୁଶାନ୍ତ ସାହୁ )ଦିଲ୍ଲୀରେ ଗତ ୨୨ ତାରିଖରୁ ୨୪ ତାରିଖ ଦିର୍ଘ ୪ ଦିନ ଧରି ଚାଲିଥିବା ଓଡ଼ିଶା ପର୍ବରେ ଦିଲ୍ଲୀ ସ୍ଥିତ ନୃତ୍ୟାଞ୍ଜଳୀ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ଜଗତର ବାଦଶାହା ଗୁରୁ ସମୀର ମେହେରଙ୍କ ନିର୍ଦ୍ଦେଶନାରେ ସମ୍ବଲପୁରୀ ନୃତ୍ୟ କଳାକାର ଅଞ୍ଜନ ଭୋଇ, ମୁକେଶ ଦୀପ ଏବଂ ସମୀର…